Author: Breaking News Odia

Uncategorized

ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌ ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁୁ ଋଣ ଆବଂଟନ ଦ୍ୱିଗୁଣିତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଇଥିବା ଋଣ ପରିମାଣ ୨୩.୧୨ ଲକ୍ଷ କୋଟି ଟଙ୍କା ରହିଛି । ଗତବର୍ଷ ତୁଳନାରେ ଏଥିରେ ୬.୩ ପ୍ରତିଶତ ବୃଦ୍ଧି ହୋଇଛି । ସକ୍ରିୟ ଏମ୍‌ଏସ୍‌ଏମ୍‌ଇ ଋଣଗ୍ରହୀତାଙ୍କ ସଂଖ୍ୟାରେ ୬ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ମହାମାରୀର ଦ୍ୱିତୀୟ ଲହର ପରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ଚାହିଦା ତ୍ୱରାନ୍ୱିତ ହୋଇଛି । କୋଭିଡ୍ ମହାମାରୀ ପୂର୍ବ ସମୟ ତୁଳନାରେ ଏହା ୧.୬ ଗୁଣା ଅଧିକ ରହିଛି । ଗତବର୍ଷ ତୁଳନାରେ ବାଣିଜ୍ୟିକ ଋଣ ଅନୁସନ୍ଧାନରେ ମଧ୍ୟ ବୃଦ୍ଧି ହୋଇଛି । ସରକାରୀ କ୍ଷେତ୍ରର ବ୍ୟାଙ୍କରେ ଅନୁସନ୍ଧାନ ୧.୬ ଗୁଣା ଓ ଘରୋଇ ବ୍ୟାଙ୍କରେ ୧.୭ ଗୁଣା ବୃଦ୍ଧି ପାଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍‌ସି)ରେ ସୁଧାର ହାରରେ ଉନ୍ନତି ହୋଇଛି । ଏନ୍‌ବିଏଫ୍‌ସିରେ ଅନୁସନ୍ଧାନରେ ୧.୪ ଗୁଣା ବୃଦ୍ଧି ଘଟିଛି । ଏମ୍‌ଏସ୍‌ଏମ୍‌ଇ ପଲ୍‌ସ ରିପୋର୍ଟର ସଦ୍ୟତମ ସଂସ୍କରଣ ବିଷୟରେ ସିଡ୍‌ବିର ସିଏମ୍‌ଡି ଶିବସୁବ୍ରମଣିଅନ୍ ରମଣ କହିଛନ୍ତି ଯେ, “ଏମ୍‌ଏସ୍‌ଏମ୍‌ଇ ପଲ୍‌ସର ଏହି ସଂସ୍କରଣ ତଥ୍ୟରୁ ଋଣ ଚାହିଦା ଓ ଯୋଗାଣକୁ ନେଇ ଯେଉଁ ତଥ୍ୟ ମିଳିଛି ସେଥିରୁ ଏହା ବୁଝାପଡ଼ୁଛି ଯେ ଇସିଏଲ୍‌ଜିଏସ୍ ଜରିଆରେ ସଠିକ୍ ସମୟରେ ପାଣ୍ଠି ପ୍ରଦାନ କରାଯିବା ଯୋଗୁଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ପୁନଃଅଭ୍ୟୁଦୟ ଘଟିଛି । ଋଣ ପ୍ରଦାନକାରୀମାନେ ସଫଳତାର ସହ ଇସିଏଲ୍‌ଜିଏସ୍‌କୁ କାର୍ଯ୍ୟକାରୀ କରିଛନ୍ତି ଏବଂ ସମସ୍ତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସମୟୋପଯୋଗୀ ସହାୟତା ପ୍ରଦାନ କରିଛନ୍ତି । ଏହି ପାଣ୍ଠି ହାସଲ କରିଥିବାରୁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ନିଜ ବ୍ୟବସାୟ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ବ୍ୟାପକ କରିପାରିବେ ।’’ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସବୁ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ଋଣ ଚାହିଦା ବୃଦ୍ଧି ପାଇବା ଯୋଗୁଁ ଅର୍ଥନୀତିରେ ଉତମ ସୁଧାର ହୋଇପାରିଛି । ଏହି ଚାହିଦାକୁ ପୂରଣ କରିବ ଋଣ ପ୍ରଦାନକାରୀମାନେ ସେମାନଙ୍କ ପୋର୍ଟଫୋଲିଓକୁ ବଢ଼ାଇପାରିବେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ପ୍ରଦାନ କରିପାରିବେ । ଏମ୍‌ଏସ୍‌ଏମ୍‌ଇର ଏକ ସାମଗ୍ରିକ ଦୃଷ୍ଟିକୋଣ ପାଇଁ ବିଭିନ୍ନ ଉତ୍ସରୁ ତଥ୍ୟ ଜରିଆରେ ଦ୍ରୁତ ଓ ନିରବଚ୍ଛିନ୍ନ ସୁବିଧା ପ୍ରଦାନ ଜରିଆରେ ଏହି ସୁଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ । ଭାରତୀୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଦୀର୍ଘମିଆଦୀ ଉଦୟ ପାଇଁ ଦରକାର ହେଉଥିବା ଆଧାର ଶୀଳା ଗଠନ ଚକ୍ସସଙ୍ଖବଗ୍ଧର କରିବା ଲାଗି ଏମ୍‌ଏସ୍‌ଏମ୍‌ଇର ସମୃଦ୍ଧ ଦୃଷ୍ଟିକୋଣ ପ୍ରଦାନ କରୁଥିବା ଫୋର୍ଟିଫାଏଡ୍‌ ସୂଚନା ଭିତିଭୂମି ଦରକାର ।’’

ଏମ୍‌ଏସ୍‌ଏମ୍‌ଇକୁ ଋଣ ଆବଂଟନ ତ୍ୱରାନ୍ୱିତ: ଟ୍ରାନ୍ସୟୁନିୟନ୍ ସିବିଲ୍‌ ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସ୍‌ଏମ୍‌ଇ ପଲସ୍ ରିପୋର୍ଟ ଜାରି ହୋଇଛି । ମହାମାରୀ ପୂର୍ବ ସମୟ ତୁଳନାରେ ଏମ୍‌ଏସ୍‌ଏମ୍‌ଇ

Read More
Uncategorized

ଏଚ୍‌ଇଆଇଡି ଓ ଏଚ୍‌ପିସିଏଲ୍ ପକ୍ଷରୁ ଏଚ୍‌ପିସିଏଲ୍ ପେଟ୍ରୋଲ୍ ପମ୍ପ୍‌ରେ ବ୍ୟାଟେରି ସ୍ୱାପିଂ ସେବା ଆରମ୍ଭ କରାଯିବ

ଭୁବନେଶ୍ୱର: ହୋଣ୍ଡା ମୋଟର ଇଣ୍ଡିଆର ବ୍ୟାଟେରି ସ୍ୱାପିଂ ସେବା ପ୍ରଦାନକାରୀ ସଂସ୍ଥା ହୋଣ୍ଡା ପାୱାର୍ ପ୍ୟାକ୍ ଏନର୍ଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଇଆଇଡି) ଓ ହିନ୍ଦୁସ୍ତାନ୍ ପେଟ୍ରୋଲିୟମ୍‌

Read More
Uncategorized

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ଅନ୍ତର୍ଜାତୀୟ ଜନଜାତି ଦିବସ’ ପାଳିତ

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ଅନ୍ତର୍ଜାତୀୟ ଜନଜାତି ଦିବସ’ ପାଳିତ ଭୁବନେଶ୍ୱର/କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, କଳିଙ୍ଗନଗର ପକ୍ଷରୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗର ସହଯୋଗିତାରେ

Read More
Uncategorized

ଭୁବନେଶ୍ୱରଠାରେ ବାଲ୍‌ମର ଲରିର ନୂତନ କୋଲ୍‌ଡ ଚେନ୍‌ ୟୁନିଟ୍ ଉଦ୍‌ଘାଟିତ

   ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି  ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଭୁବନେଶ୍ୱର, ୨୯.୦୭.୨୦୨୨: ଭାରତ ସରକାରଙ୍କ ପେଟ୍ରୋଲିୟମ

Read More
ବାଣିଜ୍ୟ

ପ୍ରକୃତି ସଂରକ୍ଷଣ ଦିବସ : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏଫୱାଇ୨୩ରେ ୨ଲକ୍ଷ ଚାରା ରୋପଣ କରି ଗ୍ରୀନ ହାର୍ଟସ ପଦକ୍ଷେପର ଶୁଭାରମ୍ଭ କରିଛି

  କଂପାନି ଜଳବାୟୁ କାର୍ଯ୍ୟ ପ୍ରୟାସରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ଗୋଷ୍ଠୀକୁ ସାମିଲ କରିଛି । ଭୁବନେଶ୍ୱର, ୩୦ ଜୁଲାଇ ୨୦୨୨ : ଭାରତର ଅଗ୍ରଣୀ

Read More
Uncategorized

ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଦୃଢ଼ ବ୍ୟବସାୟ ଅଭିବୃଦ୍ଧି ହାସଲ

  ଜୁନ୍ ୩୦, ୨୦୨୨ ସୁଦ୍ଧା ମୋଟ ଗ୍ରାହକ ସଂଖ୍ୟା ୨.୬୯ କୋଟି  ଲୋନ୍ ବୁକ୍ ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୯୬,୬୪୯ କୋଟି

Read More
Uncategorized

ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ସଦ୍‌ଭାବନା ସହ ସହଯୋଗିତା ସ୍ଥାପନ

  ଭୁୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ପକ୍ଷରୁ ଓଡ଼ିଶାର କୋରାପୁଟ ଜିଲ୍ଲାର ସ୍ୱତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା

Read More
ରାଜ୍ୟ

ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ସେଂଟର ଫର୍‌ ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ଲାଟିନମ୍ ବାର୍ଷିକୀ ପାଳନର ଅଂଶ ସ୍ୱରୂପ ଦେଶର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଓରିଏଂଟ୍ ବ୍ଲାକ୍‌ସ୍ୱାନ୍ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ସେଂଟର ଫର ପ୍ରଫେସନାଲ୍ ଡେଭେଲପ୍‌ମେଂଟ୍‌ର ଶୁଭାରମ୍ଭ

Read More
ରାଜ୍ୟ

ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

  ଭୁବନେଶ୍ୱର, ୨୨/୦୭/୨୦୨୨ : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ସହିତ ପାର୍ବଣ ଋତୁର ଚାହିଦାକୁ ପୂରଣ

Read More
ରାଜ୍ୟ

ମଦର୍ସ ପବ୍ଳିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ମଦର୍ସ ପବ୍ଳିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଭୁବନେଶ୍ୱର: ମଦର୍ସ ପବ୍ଲିକ୍ ସ୍କୁଲ, ଭୁବନେଶ୍ୱର ଓ ପୁରୀର ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ

Read More