ସମ୍ବାଦି ସମରେନ୍ଦ୍ର ରାଉତଙ୍କ ମାତୃ ବିୟୋଗ 

ସାମ୍ବାଦିକ ସମରେନ୍ଦ୍ର ରାଉତଙ୍କ ମାତୃ ବିୟୋଗ 

ରାଜଗାଙ୍ଗପୁର -୨୮-୦୮-୨୦୨୬-(ବି. ଏନ. ଓ ) ରାଜଗାଙ୍ଗପୁର ଆଇଟି କଲୋନୀର ବାସିନ୍ଦାସମ୍ବାଦି ଅଙ୍ଗୁରବାଳା ରାଉତଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗତକାଲି ରାଉ ଉରକେଲାସ୍ଥି ତ ଏକ ଘରୋସମ୍ବାଦିଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବ ବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ତଥା ସାମ୍ବାଦିକ ସମରେନ୍ଦ୍ର ରାଉତ, ଝିଅ, ବୋହୂ ଓ ନାତି ଉପସ୍ଥିତ ଥିଲେ । ପରେ ରାଜଗାଙ୍ଗପୁରସ୍ଥିତ ମୁକ୍ତି ଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅଙ୍ଗୁରବାଳା ରାଉତ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ଓ ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *