ପାଟଣା ବ୍ଲକ ପରିସରରେ ପଞ୍ଚାୟତରାଜ ଦିବସ ପାଳନ

ପାଟଣା ବ୍ଲକ ପରିସରରେ ପଞ୍ଚାୟତରାଜ ଦିବସ ପାଳନ

ପାଟଣା ୨୫-୦୪-୨୦୨୬(ବି.ଏନ .ଓ ) :  (ଦୀନବନ୍ଧୁ ମିଶ୍ର ) ବ୍ଲକ ପରିସରରେ ବିଡ଼ିଓ ଶ୍ରୀ ମାନସରଞ୍ଜନ ଦଣ୍ଡପାଟଙ୍କ ତତ୍ଵାବଧାନରେ ପଂଚାୟତ ରାଜ ଦିବସ ପାଳନ ହୋଇଯାଇଛି | ଏଥିରେ ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ବ୍ଲକ ଚେୟାରମ୍ୟାନ ବୀଣାପାଣି ନାୟକ, ସମ୍ମାନିତ ଅତିଥି ବିଧାୟକ ପ୍ରତିନିଧି ଆମ ଅଞ୍ଚଳର ଯୁବ ରାଜନେତା କମଳାକାନ୍ତ ଦାଶ, ପୂର୍ବତ୍ତନ ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକ ଯୋଗ ଦେଇଥିଲେ | ଏହିସଭାରେ ବିଡ଼ିଓ ସରକାରଙ୍କର ପଂଚାୟତ ରାଜ ଦିବସର ଉଦେଶ୍ୟ ପ୍ରକାଶ କରିଥିଲେ | ଶେଷରେ ଅନ୍ତୋଦୟ ଯୋଜନାରେ ୧୨୩ ଏବଂ ୮୦ଜଣ ହିତାଧିକାରୀଙ୍କୁ ରେସନକାର୍ଡ ଏବଂ ୨୦ ବାର୍ଦ୍ଧ୍ୟକ୍ୟ ଭିନ୍ନକ୍ଷମ ଭତା ସମସ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା |ଏଥିରେ ସମସ୍ତ ଅଞ୍ଚଳବାସୀ ଲୋକଙ୍କ ସରକାରଙ୍କୁ ଧନ୍ୟବାଦ ଜଣାଇ ଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *