,ଦୁର୍ଘଟଣା ରେ ଅଜଣା ବ୍ୟକ୍ତି
ଦୁର୍ଘଟଣା ରେ ଅଜଣା ବ୍ୟକ୍ତି…
ପାଟଣା ୨୨-୦୪-୨୦୨୬(ବି ,ଏନ ,ଓ ) : (ଦୀନବନ୍ଧୁ ମିଶ୍ର ) ପାଟଣା ବ୍ଲକ ୨୨୦ ଜାତୀୟ ରାଜପଥ,କାସିଆ ନାଳ ନିକଟରେ ସକାଳ ୫ ଟାରେ ସାଇକେଲ ରେ ଆସୁ ଥିବା ଜଣେ ବ୍ୟକ୍ତି ଙ୍କୁ,ଅଜଣା ଗାଡି ଧକା ଦେଇ, ଚାଲି ଯାଇଛି |ରାସ୍ତା କଡରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ଲୋକମାନେ ଡେକିକି ପୋଲିସ ଜଣାଇଥିଲେ | ସଂଗେ ସଙ୍ଗେ ପାଟଣା ଥାନା ଆଇ ,ଆଇ .ସି ଘଟଣା ସ୍ଥଳରେ ପହଂଚି ରାସ୍ତା ରେ ମୁମର୍ଷୁ ଅବସ୍ଥା ରେ ପଡ଼ିଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରି ପାଟଣା ଡାକ୍ତର ଖାନାରେ ପହଞ୍ଚାଇ ଥିଲେ| ସ୍ଥାନୀୟ ସରପଞ୍ଚ, ଭାମାମନି ଦାସ ଘଟଣା ସ୍ଥଳ ରେ ପହଂଚି ଦୁର୍ଘଟଣା କରିଥିବା ଗାଡିକୁ ଖୋଜାଖୋଜି କରୁଥିବା ବେଳେ ପାଟଣା ପୋଲିସ ତଦନ୍ତ ଜାରି ରଖି ଛନ୍ତି|

