ଖିମଜୀ ଜୁଏଲର୍ସରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ର ଶୁଭାରମ୍ଭ

ଭୁବନେଶ୍ୱର, ୨୭.୦୪.୨୦୨୨: ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ
ପାଳନ କରିବା ପାଇଁଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର
ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହିତ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ର ଶୁଭାରମ୍ଭ କରିଛି । ଦେବୀ
ଅନ୍ନପୂର୍ଣ୍ଣା ଏହି ଦିନ ଜନ୍ମ ହୋଇଥିବାରୁ,ଏହି ଦିନ ଘରକୁ ସୁନା ଆଣିବା ସମୃଦ୍ଧି ଏବଂ ଶୁଭ ଜନକ
ବୋଲି ବିଶ୍ୱାସ କରାଯାଏ ।
ଖିମଜୀ ଜୁଏଲର୍ସର ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ରେ ସୁନା ଅଳଙ୍କାରର ସମ୍ପୁର୍ଣ୍ଣ ମୂଲ୍ୟ ଉପରେ ୫.୪%
ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୦% ଓ ରୂପା ସାମଗ୍ରୀର ଗଢା ମୂଲ୍ୟ ଉପରେ ୩୦% ରିହାତି ଉପଲବ୍ଧ
ରହିଛି । ଏହି ଅଫର୍ ୨୭ ଏପ୍ରିଲ୍‌, ୨୦୨୨ରୁ ଆରମ୍ଭ ହୋଇ ୮ ମଇ,୨୦୨୨ ପର୍ଯ୍ୟନ୍ତ ରହିବ ।
ବିଗତ ଆଠ ଦଶନ୍ଧି ଧରି ଖିମଜୀ ଜୁଏଲର୍ସ ତାର ଅଭିଜ୍ଞତା ଅର୍ଜନ କରି ସମ୍ମାନିତ ଗ୍ରାହକଙ୍କ ଦ୍ୱାରା
ମୂଲ୍ୟବୋଧତା ବଜାୟ ରଖିଛି । ଖିମଜୀ ସର୍ବଦା ସର୍ମୋତ୍ତମ ଅଫର୍ ଆଣି ଏକ ମାନଦଣ୍ଡ ସୃଷ୍ଟି
କରିପାରିଛି । ଏଠାରେ ସର୍ବୋକୃଷ୍ଟ ଅଳଙ୍କାର ପାଇଁ ସର୍ବୋତ୍ତମ କାରୀଗରଙ୍କୁ ମନୋନୀତ
କରାଯାଇଥାଏ । ସେହିପରି ଗ୍ରାହକଙ୍କ ଖୁସିକୁ ଧ୍ୟାନରେ ରଖି ଖିମଜୀ ସର୍ବଦା ଆର୍କର୍ଷଣୀୟ ଅଫର୍‌
ଆଣିଥାଏ ।
ଏହି ପର୍ବ ଉପରେ ମନ୍ତବ୍ୟ ଦେଇ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, “ଏହା ଆମର
୮୬ତମ ବର୍ଷ ଏବଂ ଆମେ ସମସ୍ତ ଗ୍ରାହକଙ୍କ ପାଇଁ ରିହାତିର ସର୍ବୋତ୍ତମ ପ୍ୟାକେଜ୍ ଆଣି ଅକ୍ଷୟ
ତୃତୀୟାର ପର୍ବକୁ ଆନନ୍ଦଦାୟକ କରିବାକୁ ଚାହୁଁଛୁ । ରିହାତି ବ୍ୟତୀତ, ସୁଲଭ ମୁଲ୍ୟରେ ପାରମ୍ପରିକ
ଅଳଙ୍କାର ଡିଜାଇନର ସଂଗ୍ରହ ମଧ୍ୟ ନେଇ ଆସିଛୁ” ।
ଏହି ଅଫର୍‌ଗୁଡିକର ଲାଭ ଉଠାଇବା ପାଇଁ ଭୁବନେଶ୍ୱର, ରାଉଲକେଲା, ବ୍ରହ୍ମପୁର ଏବଂ କଟକ ଠାରେ
ଖିମଜୀର ଷ୍ଟୋରମାନ ପରିଦର୍ଶନ କରନ୍ତୁ । ଏହି ଅଳଙ୍କାର ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍‌, ରୂପା,
ଆନ୍ତରଜାତୀୟ ଘଣ୍ଟା, ଅନନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଏକ ବିଶାଳ ଓ ଅଦ୍ୱିତୀୟ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *