ବିଜେପି କର୍ମୀ ଙ୍କୁ କାମ ନ ଦେଈ ବିଜେଡି କର୍ମୀ ଙ୍କୁ କାମ ଦେବା ଖଣ୍ଡନ କଲେ ବଧାୟକ

ବିଜେପି କର୍ମୀ ଙ୍କୁ କାମ ନ ଦେଈ ବିଜେଡି କର୍ମୀ ଙ୍କୁ କାମ ଦେବା ଖଣ୍ଡନ କଲେ ବଧାୟକ

ପାଟଣା -୧୮-୦୫-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର )ପାଟଣା ନିର୍ବାଚନ ମଣ୍ଡଳୀ ରେ ବିଜେପି କର୍ମୀ ମାନଙ୍କୁ ବିଭିନ୍ୟ ଉନୟନ ମୂଳକ କାମ ନ ଦେଈ, ବିଜେଡି କର୍ମୀ ମାନଙ୍କୁ ଉକ୍ତ କାମ ମିଳୁଥିବା, ବିଧାୟକ ତଥା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା |ଏହାକୁ ଖଣ୍ଡନ କରି ପାଟଣା ବିଧାୟକ ଶ୍ରୀ ଯୁକ୍ତ ଅଖିଳ ଚନ୍ଦ୍ର ନାୟକ କହିଛନ୍ତି ଯେ ଏହା ଅମୂଳକ, ଭିତ୍ତିହୀନ ଏବଂ ସମ୍ପୂର୍ଣ ମିଥ୍ୟ| |କିଛି କୁଚକ୍ରୀ ବଦନାମ କରିବା ପାଇଁ ଏମିତି ପ୍ରଚାର କରୁଛନ୍ତି | ସେ ଆହୁରି ମଧ୍ୟ୍ୟ କହିଛନ୍ତି ଯେ, “ସବକା ସାଥ,ସବକା ବିକାଶ”ଏଇ ଭାବନାରେ କାମ କରନ୍ତୁ | ସବୁ ଅଞ୍ଚଳ ତଥା ସବୁ ଜନସାଧାରଣ ଙ୍କ ବିକାଶ ହିଁ ଆମର ଲକ୍ଷ୍ୟ | ମାନନୀୟ ବିଧାୟକ ପ୍ରକାଶ କରିଛନ୍ତି ଯେ,ଯଦି ଆଗାମୀ ଦିନରେ ଏମିତି ମିଥ୍ୟା ଅପ ପ୍ରଚାର କେହି କରନ୍ତି, ତା ହେଲେ ତାଙ୍କ ନାମରେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *