ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ଶୈବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ..
ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ଶୈବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ…
ପାଟଣା ୧୬-୦୫-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା, ପାଟଣା ବ୍ଲକ ନିକଟ ବର୍ତ୍ତୀ, ଆନଦେସ୍ୱର ଶିବ ମନ୍ଦିର, ପାଟଣା ବୈତରଣୀ ନଦୀ ନିକଟ ପରମେଶ୍ୱର ଶିବ ମନ୍ଦିର, ସ୍ୱାମ ଶାସନ ଶିବ ମନ୍ଦିର, ଏବଂ ପାଟଣା ବ୍ଲକ ନିକଟ ଶନି ଦେବ ମନ୍ଦିର, ପାଟଣା ବନବିଭାଗ ରେଂଞ୍ଜର କାର୍ଯ୍ୟାଳୟ ନିକଟ, ବଡ ବୃକ୍ଷ ମୂଳେ, ଏତଦ ବ୍ୟତୀତ ଅନେକ ଦେବାଳୟ ସ୍ଥାନ ମାନଙ୍କରେ ସାବିତ୍ରୀ ବ୍ରତ ଧ|ରି ଙ୍କ ଭିଡ଼ ଦେଖି ବାକୁ, ମିଳିଛି | ପରମ୍ପରା ଅନୁଯାଇ, ଏହି ବ୍ରତ କଲେ, ସ୍ୱାମୀ ଙ୍କ ର ଦୀର୍ଘାୟୁ ହେବା ସଙ୍ଗେ ସଙ୍ଗେ ମଙ୍ଗଳ ହୋଇ ଥାଏ | ଆଜିର ଦିନରେ, ପୌରାଣିକ ମାତାନୁଯାଇ, ମାତା ସାବିତ୍ରୀ ଦେବି ଏବଂ ସତ୍ୟବାନ ଙ୍କୁ ସ୍ମରଣ କରି ଥାନ୍ତି |ଉକ୍ତ ପୂଜା ନିମନ୍ତେ, ବିଭିନ୍ୟ ମଣ୍ଡପରେ, ପୂଜକ ବିଶାରଦ ପଣ୍ଡିତ ଶ୍ରୀଯୁକ୍ତ ନବ କିଶୋର ଦାଶ, ପଣ୍ଡିତ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା, ପଣ୍ଡିତ, ଶ୍ରୀଯୁକ୍ତ ଖିରୋଦ ଚନ୍ଦ୍ର ମିଶ୍ର, ପଣ୍ଡିତ ଶିବ ପ୍ରସାଦ ଦାଶ, ପଣ୍ଡିତ ଗୁରୁ ଶ୍ରୀଯୁକ୍ତ ଅଜିତ କୁମାର ଦାଶ , ପଣ୍ଡିତ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ ଏବଂ ଶନି ଦେବ ଙ୍କ ନିକଟରେ ଜଉତିଷ ବିଶାରଦ ଶ୍ରୀଯୁକ୍ତ ଦୁର୍ଗା ଚରଣ ନାୟକ, ଙ୍କ ଦ୍ଵାରା ପୂଜା ଵିଧି ପୂର୍ବକ ସମାପନ କରି,
ସମସ୍ତ ବ୍ରତାଧାରୀ ଙ୍କୁ ଆଶୀର୍ବାଦ କରି ପୂଜା ସମାପନ କରିଥିଲେ |

