ମହିଳା ନିଖୋଜ …

ମହିଳା ନିଖୋଜ…

ପାଟଣା -୦୯-୦୭-୨୦୨୬(ବି .ଏନ .ଓ ) : (ଦୀନବନ୍ଧୁ ମିଶ୍ର  ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଂଚାୟତ ର ଭୀମାପଡା ଗ୍ରାମ ର ଚନ୍ଦ୍ର ମଣି ମହାନ୍ତ ଙ୍କ ଝିଅ, କୁନି ମହାନ୍ତ ଙ୍କୁ ଘଟଙ୍ଗା ଥାନା ଡୁମୁରିଆ ପଂଚାୟତ ର ବାଲିଯୋଡି ଗ୍ରାମ ର ତ୍ରିଲୋଚନ ମହାନ୍ତ ପିତା -ସନାତନ ମହାନ୍ତ ଙ୍କୁ ବିବାହ ଦେଇଥିଲେ | ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ତଥା ପାରିବାରିକ କଳହ ରୁ ସେ  ତା୦୪-୦୬-୨୦୨୬ରିଖ ଠାରୁ କେଉଁ ଆଡେ ଚାଲିଯାଇଛନ୍ତି |ଝିଅର ପିତା ଏନେଇ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ଏଯାଏ ମିଳିନାହିଁ | ତିନଟି ଛୁଆ କୁ ଛାଡି ଦେଈ କେଉଁ ଆଡେ ନିଖୋଜ ହୋଇଛନ୍ତି ଯାହା ବାପଘର ପରିବାର ଲୋକେ ସନ୍ଧେହ ଘେରରେ ରହିଛନ୍ତି | ଏବଂ ଶୀଘ୍ର ଖୋଜି ତାର ସତ୍ୟା ସତ୍ୟ ବାହାର କରିବାକୁ ଘଟଗାଁ ପୋଲିସ ଙ୍କୁ ଅନୁରୋଧ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *