ପାଟଣା “ମିଡ଼ିଆ ହାଉସ ” ପକ୍ଷରୁ ଶ୍ରଦ୍ଧାଞ୍ଜଳି
ପାଟଣା “ମିଡ଼ିଆ ହାଉସ ” ପକ୍ଷରୁ ଶ୍ରଦ୍ଧାଞ୍ଜଳି
ପାଟଣା-୦୨-୦୬-୨୦୨୬(ବି.ଏନ .ଓ ) : ( ଦୀନବନ୍ଧୁ ମିଶ୍ର) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ, କେଣ୍ଡଈପସି ଗ୍ରାମ ପଂଚାୟତର ଖୁଣ୍ଟାପଡା ଗ୍ରାମର,ସାମ୍ବାଦିକ ବିଜୟ ମହ|ନ୍ତଙ୍କ ଆଈମା ରାମନୀ ମହାନ୍ତଙ୍କ ଏକାଦଶ କ୍ରିୟାରେ, ” ମିଡ଼ିଆ ହାଉସ “ପାଟଣାର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି କାମନା କରି ଶନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ |ଏଥିରେ ମିଡ଼ିଆ ହାଉସର ସଭାପତି ବରିଷ୍ଠ ସମ୍ବାଦିକ ରାହାସ ବିହାରୀ ପୃଷ୍ଟି,, ସମ୍ପାଦକ ବରିଷ୍ଠ ସମବାୟବିତ ଦୀନବନ୍ଧୁ ମିଶ୍ର ଏବଂ ଉପସଭାପତି, ଅଞ୍ଜନକୁମାର ରଣା, ଉମାକାନ୍ତ ମହାନ୍ତ, ସହ ସମ୍ପାଦକ, ଦଶରଥ ବାରିକ, ବରିଷ୍ଠ ପରାମର୍ଶ ଦାତା, ବୀରକିଶୋର ଦାଶ, ମହେଶ୍ୱର ପୃଷ୍ଟି, କଳ୍ପତରୁ କର, ଯତୀନ୍ଦ୍ର ଦାଶ, ଜାଜୁ ଚକ୍ର, ରାମ ସିଂ, ସଂଯୋଜକ କୈଳାଶ ମହାନ୍ତ କୋଷାଧକ୍ଷ ଦୀପକ କୁମାର ଭଞ୍ଜ ତ ଥା ଅନ୍ୟ ସମସ୍ତ ମାନ୍ୟ ଗଣ୍ୟ ସାମ୍ବାଦିକ ବନ୍ଧୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

