ଜିଲ୍ଲା ସ୍ତରୀୟ କୁମ୍ଭକାର ନୂଆ କମିଟି ଚୟନ
ଜିଲ୍ଲା ସ୍ତରୀୟ କୁମ୍ଭକାର ନୂଆ କମିଟି ଚୟନ

ଘଟଗାଁ ୩୦-୦୫-୨୦୨୬(ବି.ଏନ.ଓ ) : (ବିଷ୍ଣୁ ନନ୍ଦ ବେହେରା ) କେନ୍ଦୁଝର ଜିଲ୍ଲା ସ୍ତରୀୟ କମିଟି ଚୟନ କରାଯାଇଛି ଏଥିରେ କୁମ୍ଭକାର ମୂଳ ଦୁଆକୁ ସୁଦୃଢ କରିବା ହେଉଛି ଏକାନ୍ତ ଆବଶ୍ୟକ ବୋଲି ସଭାପତି ଗପାଳ ଚନ୍ଦ୍ର ପ୍ରଜାପତି,ଉପ ସଭାପତି ସୁବାଷ ଚନ୍ଦ୍ର ବେହେରା,ସମ୍ପାଦକ ଖିରୋଦ ଚନ୍ଦ୍ର ରଣା,ସହ ସମ୍ପାଦକ ରବୀନ୍ଦ୍ର କୁମାର ପଲେଇ,କୋଷାଧକ୍ଷ ବିଷ୍ଣୁ ନନ୍ଦ ବେହେରା,ଭୀମସେନ ବେହେରା,ସଂଯୋଜକ ଗିରିଶ ଚନ୍ଦ୍ର ବେହେରା,ସହ ଜିଲ୍ଲା ସମ୍ପାଦକ ଲାଲ ମୋହନ ବେହେରା, ରାହାସ ରଣା,କୈଳାଶ ଚନ୍ଦ୍ର ବେହେରା ସମସ୍ତଙ୍କ ଉପସ୍ଥିତରେ ଏହି ସଭା ସମାପ୍ତ ହୋଇଥିଲା |

