ଦେଶ- ବିଦେଶରାଜ୍ୟ

ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରୁ ୩ଟି ଟିଫିନ୍ ବୋମା ଏବଂ ବିସ୍ଫୋରକ ଜବତ

ମାଲକାନଗିରି : ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଉଦ୍ୟମରେ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ଥିବା ମାଣ୍ଡାପାଲ୍ଲିର  ଅଞ୍ଚଳରେ ୩ଟି ଟିଫିନ୍ ଆଇଏଡି ଏବଂ ବିସ୍ଫୋରକ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି।

Spread

Breaking News Odia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *