Fabindia accelerates its decade-long journey to take Odisha’s handicrafts to the world
ଓଡ଼ିଶାର ହସ୍ତତନ୍ତକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଦଶନ୍ଧି ଲମ୍ବା ଯାତ୍ରାକୁ ତ୍ୱରାନ୍ୱିତ କରିଛି ଫ୍ୟାବ୍ଇଣ୍ଡିଆ କାରିଗରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ରାଜ୍ୟରୁ
Read Morestate
ଓଡ଼ିଶାର ହସ୍ତତନ୍ତକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଦଶନ୍ଧି ଲମ୍ବା ଯାତ୍ରାକୁ ତ୍ୱରାନ୍ୱିତ କରିଛି ଫ୍ୟାବ୍ଇଣ୍ଡିଆ କାରିଗରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ରାଜ୍ୟରୁ
Read Moreହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ନଭେମ୍ବରରେ ୩୮% ବୃଦ୍ଧି ସହ ୩୭୩,୨୨୧ ଗାଡ଼ି ବିକ୍ରି ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ
Read Moreବେଦାନ୍ତ ଆଲୁମିନିୟମ ଷ୍ଟଲ ମେକ ଇନ ଓଡ଼ିଶା ୨୦୨୨ରେ ପ୍ରମୁଖ ଆକର୍ଷଣ ଥିଲା – ୫ ଦିନରେ ହଜାର ହଜାର ଲୋକଙ୍କୁ ଆକର୍ଷଣ କରିଥିଲା – ଝାରସୁଗୁଡ଼ାର
Read Moreହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଇଡିଆଇଆଇ–ତାଲିମପ୍ରାପ୍ତ ଓଡ଼ିଶାର କାରିଗରମାନଙ୍କ ଫେସନ୍ ସୋ’ ଓ ପ୍ରଦର୍ଶନୀ ଆୟୋଜିତ ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହଯୋଗିତା ଅହମ୍ମଦାବାଦର ଏଟଂର୍ପ୍ରେନ୍ୟୁଅରସିପ୍ ଡେଭେଲପ୍ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱରରେ ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ (ଏଚ୍ଏମ୍ଆଇ) ପ୍ରକଳ୍ପ ଅଧୀନରେ ଶୁକ୍ରବାର ଏକ ଫେସନ୍ ସୋ’ ଆୟୋଜନ କରାଯାଇଛି । ଏହି ଫେସନ୍ ସୋ’କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ଇଡିଆଇଆଇର ଡାଇରେକ୍ଟର୍ ଜେନେରାଲ୍ ଡକ୍ଟର ସୁନିଲ ଶୁକ୍ଳା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଫେସନ୍ ସୋ’ ଏଥିପାଇଁ ବେଶ ସ୍ୱତନ୍ତ୍ର ଥିଲା କାରଣ ମଡେଲ୍ମାନେ ପିନ୍ଧିଥିବା ପୋଷାକକୁ ହ୍ୟାଣ୍ଡ୍ମେଡ୍ ଫର୍ ଇଣ୍ଡିଆ ଅଧୀନରେ ଇଡିଆଇଆଇ ଦ୍ୱାରା ତାଲିମପ୍ରାପ୍ତ ଓଡ଼ିଶାର ବୁଣାକାରମାନଙ୍କ ହାତବୁଣା ଏବଂ ଫ୍ୟାବ୍ରିକ୍କୁ ବ୍ୟବହାର କରି ଖ୍ୟାତନାମା ଡିଜାଇନରମାନେ ତାହାକୁ ପ୍ରସ୍ତୁତ କରିଥିଲେ । ଏହି ସୋ’ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ପରମ୍ପରିକ କଳାକୃତି ଓ ଐତିହ୍ୟର ସୁନ୍ଦରତାକୁ ଉପସ୍ଥାପିତ କରିବା । ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ ହେଉଛି ଏଚ୍ଏସ୍ବିସି ସମର୍ଥିତ ଏକ ପ୍ରକଳ୍ପ ଯାହା ଓଡ଼ିଶାର ବରଗଡ଼, ମଧ୍ୟପ୍ରଦେଶର ମାହେଶ୍ୱର, ଆସାମର କାମରୁପ, ତାମିଲନାଡୁର ସାଲେମ ଓ ଗୁଜରାଟର ସୁରେନ୍ଦ୍ରନଗର ଏବଂ ଭୁଜ ଭଳି ପାଂଚଟି ରାଜ୍ୟରେ ବ୍ୟାପୀଥିବା ଛଅ ହସ୍ତତନ୍ତ କ୍ଲଷ୍ଟରରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ଉପରେ ଗୁରୁତ୍ୱାରୋପ କରୁଛି । ଲକ୍ଷ୍ୟ ହେଉଛି ପାରମ୍ପରିକ ହସ୍ତତନ୍ତ କ୍ଲଷ୍ଟରର ସାମଗ୍ରିକ ବିକାଶକୁ ନିଶ୍ଚିତ କରିବା ଏବଂ ଏହି କ୍ଷେତ୍ରର କାରିଗରମାନଙ୍କୁ ଉନ୍ନତ ଜୀବନଜୀବିକା ପ୍ରଦାନ କରିବା । ଏହି ପ୍ରକଳ୍ପରେ ନୂଆ ଡିଜାଇନ୍ ଓ ପ୍ରିଂଟ୍ କଲେକ୍ସନ, ଅଭିନବ ପ୍ଲାଟ୍ଫର୍ମ ଜରିଆରେ ବିକ୍ରି ବଢ଼ାଇବା, ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଜରିଆରେ ବଜାର ସହ ଯୋଡ଼ିବା, ଦକ୍ଷତା ଗଠନ ଓ କୌଶଳରେ ଉନ୍ନତି, ଋଣ ଉପଲବ୍ଧତା ଏବଂ ସଂସ୍ଥା ବିକାଶ ଉପରେ ଧ୍ୟାନ ଦିଆଯାଉଛି । ୱାର୍ଲଡ୍ ଟ୍ରେଡ୍ ସେଂଟର୍ ପକ୍ଷରୁ କଳା ଭୂମିରେ ଆୟୋଜିତ ଏହି ଫେସନ୍ ସୋ’ରେ ୧୫ କାରିଗର ଅଂଶଗ୍ରହଣ କରି ସେମାନଙ୍କ ହସ୍ତତନ୍ତ ଏବଂ ହାତବୁଣା ଉତ୍ପାଦକୁ ପ୍ରଦର୍ଶିତ କରିଛନ୍ତି । ଏହି ପ୍ରଦର୍ଶନୀରେ ସାମିଲ ଥିଲା ଶାଢ଼ି, ଫ୍ୟାବ୍ରିକ୍, ଷ୍ଟୋଲ୍, ରୁମାଲ, ପୋଷାକ, ସୋଫା କଭର୍, ୱାଲେଟ୍ ଏବଂ ଅନ୍ୟାନ୍ୟ ହସ୍ତକଳା ସାମଗ୍ରୀ । ଆମ ସମାଜ ପ୍ରତି ବୁଣାକାରମାନଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଶଂସା କରି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ବୁଣାକାରମାନେ ହେଉଛନ୍ତି ପ୍ରତ୍ୟକ୍ଷ ଭଗବାନଙ୍କ ଦୂତ ଏବଂ ଆମକୁ “ଆମ ପାଇଁ ବୁଣାକାର’ ନୁହେଁ ବରଂ “ବୁଣାକାରଙ୍କ ପାଇଁ ଆମେ’ ଭାବନା ଉପରେ ବିଶ୍ୱାସ କରିବାକୁ ପଡ଼ିବ । ବୁଣାକାରମାନଙ୍କ ଉଜ୍ଜ୍ୱଳ ଇତିହାସ ଏବଂ ରାଜ୍ୟରେ ବୁଣାକାର ସୋସାଇଟିର ବିକାଶ ପାଇଁ ରହିଥିବା ବ୍ୟାପକ ସୁଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୁଣାକାରମାନଙ୍କୁ ସେ ଦୁନିଆର ବଡ଼ ଯାଦୁକର ଭାବେ ବର୍ଣ୍ଣନା କରିଥିଲେ ଏବଂ ସେଭଳି ବହୁ ଯାଦୁକର (ବୁଣାକାର)ମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାର ବୁଣାକାରମାନଙ୍କ ପାଖରେ ଥିବା ସମ୍ଭାବନାକୁ ଦେଶ ଓ ଦୁନିଆରେ ପ୍ରଦର୍ଶିତ କରିବା ଲାଗି ସେ ସମଗ୍ର ବୁଣାକାର ସୋସାଇଟିକୁ ଆହ୍ୱାନ ଦେଇଥିଲେ । ଏଭଳି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଇଡିଆଇଆଇର ଡାଇରେକ୍ଟର ଜେନେରାଲ ଡକ୍ଟର ସୁନିଲ ଶୁକ୍ଳା କହିଛନ୍ତି
Read Moreଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ
Read Moreଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସପାଳନ ଭୁବନେଶ୍ୱର: ପରିବେଶ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଏବଂ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସକୁ ପାଳନ କରି
Read Moreଏସାର ପକ୍ଷରୁ ଓଡ଼ିଶାରେ ଉଲ୍ଲେଖନୀୟ ପୁଂଜିନିବେଶ କରିବାକୁ ସଂକଳ୍ପ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ଶ୍ରୀଯୁକ୍ତ ପ୍ରଶାନ୍ତ ରୁଇୟାଙ୍କ ଯୋଗଦାନ ଏବଂ ଓଡ଼ିଶା ପାଇଁ
Read Moreଟାଟା ପାୱାର ଓଡ଼ିଶା ଡିସ୍କମ୍ଗୁଡ଼ିକ ପାଇଁ ଉତ୍କର୍ଷ ଗ୍ରାହକ ସେବା ମୂଳ ଲକ୍ଷ୍ୟ : ଟାଟା ପାୱାର ସିଇଓ ଓ ଏମ୍ଡି ଡକ୍ଟର ପ୍ରବୀର ସିହ୍ନା ଗ୍ରାହକ
Read Moreଥାଇଲ୍ୟାଣ୍ଡ୍ରେ ୨୦୨୨ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍ର ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍ରେ ଅନୁଷ୍ଠିତ ହେବାକୁ ଥିବା
Read Moreଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ “ଟିଏସ୍ଏସ୍ଡିଆଇ” ଉଦଘାଟିତ • ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ସୁରକ୍ଷା ସମ୍ପର୍କିତ କୌଶଳ ବିକାଶକୁ
Read More