୫୨ ମଣ୍ଡଳର ଅଧିକାରୀ ସୁବାଷ ମହାପାତ୍ରଙ୍କ ଦେହାନ୍ତରେ ଶୋକର ଛାୟା
୫୨ ମଣ୍ଡଳର ଅଧିକାରୀ ସୁବାଷ ମହାପାତ୍ରଙ୍କ ଦେହାନ୍ତରେ ଶୋକର ଛାୟା
ସେଥିଲେ ଐତିହାସିକ ଦୋପଟି ମେଳଣ,ଦୋଳଗୋବିନ୍ଦ କମିଟିର ସଭାପତି
ନିଆଳୀ୨୬-୧୦-୨୦୨୫(ବି.ଏନ .ଓ ) :(ବିଶ୍ୱମ୍ବର ସେନାପତି) କଟକ ଜିଲ୍ଲା ନିଆଳୀ ଦେବୀ କନ୍ଦଳ ଦ୍ବିପାଞ୍ଚଳ କସର୍ଦାର ବ୍ରିଟିଶ ଅମଳର ଐତିହାସିକ ଦୋପଟି ମେଳଣର ଦୋଳ ଗୋବିନ୍ଦ କମିଟି ର ସଭାପତି ତଥା ୫୨ ଦୋଳ ମଣ୍ଡଳ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର (୮୬) ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ଯଗଣ ବ୍ୟକ୍ତି କୀର୍ତ୍ତନ ମଣ୍ଡଳୀର କର୍ମ କର୍ତ୍ତା ମାନେ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ନିଜ ପୌତ୍ରିକ ଗ୍ରାମ କସର୍ଦା ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ତିନି ପୁଅ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିବା ବେଳେ ବଡ଼ ପୁଅ ସତ୍ୟବ୍ରତ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

