ସାଧାରଣ ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ସ୍ୱଳମ୍ବି କରିବା ନିମନ୍ତେ ବିଭିନ ପ୍ରଶିକ୍ଷଣ ଓ ତାଲିମ କର୍ମଶାଳା

ସାଧାରଣ ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ସ୍ୱଳମ୍ବି କରିବା ନିମନ୍ତେ ବିଭିନ ପ୍ରଶିକ୍ଷଣ ଓ ତାଲିମ କର୍ମଶାଳା

BHUBANESWAR :29.07.23(BREAKING NEWS ODIA)ଏକତା ଟ୍ରଷ୍ଟ ଓ କେନ୍ଦ୍ର ମସ୍ତ୍ୟ ବିଭାଗ ଆନୁକୂଲ୍ୟରେ ସାଧାରଣ ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ସ୍ୱଳମ୍ବି କରିବା ନିମନ୍ତେ ବିଭିନ ପ୍ରଶିକ୍ଷଣ ଓ ତାଲିମ କର୍ମଶାଳା ଅନୁଷ୍ଠିତ କରିବା ଅବସରରେ, ଓଡିଶା ର ପୁର ପଲ୍ଲୀ ରୁ ସାଧାରଣ ମହିଳା ମନେ ଆକୃଷ୍ଟ ହୋଇ ତାଲିମ ଆରୋହଣ କରୁ ଅଛନ୍ତି ଓ ତାଲିମ ପ୍ରାପ୍ତ ପରେ, ନିଜେ ନିଜର ପ୍ରୟାସ ଓ ଏକତା ଟ୍ରଷ୍ଟ ର ସହଯୋଗ କ୍ରମେ, ସେମାନେ ନିଜର ଛୋଟ ଛୋଟ ଉନ୍ନତି ମୂଳକ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଚେଷ୍ଟିତ ଆଛନ୍ତି l ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଗ୍ରାମରେ ଜଣେ ମହିଳା ଙ୍କ ପ୍ରକଳ୍ପ ପରିଦର୍ଶନ କରି ଥିଲା ଏକତା ଟ୍ରଷ୍ଟ ର ସଦ୍ୟସ ମନେ, ଉକ୍ତ ମସ୍ତ୍ୟ ଚାଷ ପ୍ରକଳ୍ପ ଟି ଏକ କୋଟି ଟଙ୍କା ରୁ ଉର୍ଧ୍ଵ ଅଟକଳ କରା ଯାଇ ଥିବାରୁ ଏଥିରେ କୋଡିଏ ରୁ ଉର୍ଦ୍ଧ ଯୁବତୀ ନିଯୁକ୍ତି ପାଇବେ ଓ ଏହା ଉଚ୍ଚ କୋଟି ର ପ୍ରକଳ୍ପ ମାନ୍ୟତା ପାଇବା ର ଅନୁମାନ କରାଯାଉଛି ବୋଲି ଏକତା ଟ୍ରଷ୍ଟ ର କାର୍ଯ୍ୟକାରୀ ଅଧକ୍ଷ ଶ୍ରୀ ରବି ମହାରଣା ପ୍ରକାଶ କରିଛନ୍ତି l ଏହି ପ୍ରକଳ୍ପ ଅନୁଧ୍ୟାନ କରବା ଲାଗି ଟ୍ରଷ୍ଟ ର ଅଧକ୍ଷା ଇଂ ଦୀପ୍ତି ରେଖା ପଟ୍ଟନାୟକ ଙ୍କ ସମେତ, ଟ୍ରଷ୍ଟ ର ସଦ୍ୟସ ଶ୍ରୀମତୀ ରଜନୀ ବାଳା ଦାସ, ସସ୍ମିତା ପରିଡା ଓ ତୁଳସୀ ବିଶୋଇ ଗସ୍ତ କରି ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *