ସମାଜସେବୀ ସ୍ୱର୍ଗତ ଜୟନ୍ତ ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ସମାଜସେବୀ ସ୍ୱର୍ଗତ ଜୟନ୍ତ ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

କଟକ ୨୬-୦୯-୨୦୨୬(ବି .ଏନ .ଓ ) : (ମଳୟ ପରିଜା ) କଟକ ସଦର ଉତ୍ତମପୁର ଗ୍ରାମର ଜଣେ ମହାନ ସମାଜ ସେଵୀ, ନିଷ୍କପଟ ବ୍ୟକ୍ତି, ମେଳାପୀ, ଉଦାରତା ଓ ଅନୁଷ୍ଠାନ ପ୍ରେମୀ ଶ୍ରୀ ଜୟନ୍ତ ପରିଜା ଙ୍କ ବିୟୋଗାରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବରେ ଡ଼ ବ୍ରଜକିଶୋର ନାୟକ, ତନ୍ମୟ ପରିଜା,ମଳୟ ପରିଜା, ଭରତ ପ୍ରଧାନ, ଶ୍ରୀତମ ଦାସ, ଇତିଶ୍ରୀ ଶତପଥୀ, ସଦାନନ୍ଦ ସେନାପତି, ସୁଧାଂଶୁ ପାତ୍ର, ଆଦିତ୍ୟ ପାତ୍ର, ରସାନନ୍ଦ ପୁହାଣ, ଉମାକାନ୍ତ ସାହୁ, ରମାକାନ୍ତ ସାହୁ, ପ୍ରମୋଦ ଖଣ୍ଡାଇ, ଲିଙ୍ଗରାଜ ଶତପଥୀ. ବିଜୟ ସାହୁ, କିଶୋର ରାୟ, ହାରିବଲ୍ଲଭ ଦାଶ, ଗୌରହାରୀ ସାମଲ ମନୋଜ ସାମଲ, ସୁବାଷ ଲେଙ୍କା, ରଘୁନାଥ ବେହେରା, ବାଉରୀ ବନ୍ଧୁ ଜେନା,ରବିନାରାୟଣ ସ୍ୱାଇଁ ଶ୍ରୀଚରଣ ମହାନ୍ତି ଦୀନେଶ ପଟ୍ଟନାୟକ ବାବୁ,ମହେନ୍ଦ୍ର ବାବୁ, ଶ୍ରୀ ଅମୀୟ ଦାସ ପ୍ରମୁଖ ଶ୍ରୀ ପରିଜା ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋକ ପାତ କରି ଅମ୍ଲାନ ଅମୃତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

