ସମବାୟ ବ୍ୟାଙ୍କ ସଭାପତି ଭେଟିଲେ ୫ଟି ଅଧ୍ୟକ୍ଷଙ୍କୁ

NEWS BY BIJAY KUMAR PANDA

ଭୁବନେଶ୍ୱର :05.11.23(B.N.O.): ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଆମ ଓଡ଼ିଶା ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଦୋରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର କାର୍ଯଧାରା ସମ୍ବନ୍ଧରେ ଅବଗତ କରିବା ସହ ଚାଷୀଙ୍କୁ ଋଣ ବଣ୍ଟନ ସମ୍ବନ୍ଧରେ ଜଣାଇଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କ ସହ ନିର୍ଦ୍ଦେଶକ ଇମରାନ ଖାନ, ଜୟଶ୍ରୀ ଗଡ଼ନାୟକ ପ୍ରମୁଖ ୫ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *