ମନ୍ଦିରର ରୂପରେଖ ନେଇ ପତ୍ନତତ୍ତ୍ଵ ଅଧିକାରୀଙ୍କ ପରିଦର୍ଶନ ।

ମନ୍ଦିରର ରୂପରେଖ ନେଇ ପତ୍ନତତ୍ତ୍ଵ ଅଧିକାରୀଙ୍କ ପରିଦର୍ଶନ ।

ପରଜଙ୍ଗ :21.08.23 BREAKING NEWS ODIA (Report by Nirmal gadanayak)  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଅବସ୍ଥିତ ସରାଙ୍ଗ ପୁରୁଣା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ପଠାରେ ବିଶାଳକାୟ ବିଷ୍ଣୁଙ୍କ ପ୍ରତି ମୂର୍ତ୍ତି ଖୋଲା ଆକାଶ ତଳେ ପୂଜା ପାଉଥିବା ବେଳେ ଓ କୁଆଳୁ କନେକେଶ୍ୱର ମହାଦେବ ମନ୍ଦିରର କାରୁକାର୍ଯ୍ୟ ଏହାର ସୌନ୍ଦର୍ଯ୍ୟ କରଣ ଲାଗି ପତ୍ନତତ୍ତ୍ଵ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସି ଏହାର ତଦାରଖ କରିଥିଲେ ।ପରିଦର୍ଶନ କାର୍ଯ୍ୟକ୍ରମରେ ପ୍ରଫେସର କେ କେ ବାସା,ଡାଇରେକ୍ଟର ଜେନେରାଲ , ଏ ଏସ ଆଇ ଆଣ୍ଡ ଚେୟାରମ୍ୟାନ,ଏଡିଏମ୍ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।ପରିଦର୍ଶନରେ ଆସିଥିବା ଅଧିକାରୀଙ୍କ ନିକଟରେ ପୋଲିସ ମୁତୟନ ଥିବା ବେଳେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *