ବୁଗୁଡ଼ାରେ ନୂତନ ବିଡିଓଙ୍କ ଦାୟିତ୍ବ ଗ୍ରହଣ

ବୁଗୁଡ଼ାରେ ନୂତନ ବିଡିଓଙ୍କ ଦାୟିତ୍ବ ଗ୍ରହଣ

ବୁଗୁଡ଼ା : ତା ୨୨/୦୯/୨୩ :(B.N.O) ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସନ୍ତୋଷ କୁମାର ଜେନା ଯୋଗ ଦେଇ ଦାୟିତ୍ବ ଗ୍ରହଣ କରିଛନ୍ତି । ଏ ଅବସରରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଜନପ୍ରତିନିଧି ଏବଂ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥି ସହ ପ୍ରାକ୍ତନ ବିଡ଼ିଓ ବାସୁଦେବ ନାୟକଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *