ବାରରାଶି ବିକାଶ ମଞ୍ଚ ଦ୍ୱାରା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ
ବାରରାଶି ବିକାଶ ମଞ୍ଚ ଦ୍ୱାରା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ

ଘଟଗାଁ -୨୯-୧୨-୨୦୨୫(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୭ ନମ୍ବର ଜୋନ ପଣ୍ଡାପଡା ବସନ୍ତପୁର ଗ୍ରାମ ପଞ୍ଚାୟତ ତରଫରୁ ଏକ ସେବା ସଂଗଠନ ହୋଇଛି|ଏହି ମଞ୍ଚର ମୁଖ୍ୟ ଉଦେଶ୍ୟ ମାନବ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସନ୍ତୁଳନ, ଏବଂ ନିଶା ନିବାରଣ ବସନ୍ତପୁର ପଞ୍ଚାୟତରେ ୨୦୦ ଲୋକଙ୍କୁ କମ୍ବଳ ବଣ୍ଟନ ହୋଇଛି |ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ଫୁଦକାରଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି |ଉପସଭାପତି ରବୀନ୍ଦ୍ର ମଢେଇ,ମାଧମନନ୍ଦ ମହାନ୍ତ ସମ୍ପାଦକ ଗଣେଶ୍ୱର ମହାନ୍ତ,ସହ ସମ୍ପାଦକ ପଦ୍ମମଧୁ ମହାନ୍ତ, ସନାତନ ମହାନ୍ତ, କୋଷାଧକ୍ଷ ଲକ୍ଷ୍ମଣ ମହାନ୍ତ, ସହ କସାଧକ୍ଷ ସୁଶାନ୍ତ କୁମାର ମହାନ୍ତ, ଉପଦେଷ୍ଟା ରାଖାଲ ନାଏକ, ନାଗେଶ୍ୱର ନାଏକ, ଯୁଧିଷ୍ଠିର ମହାନ୍ତ,ସୁମନ୍ତ କୁମାର ମହାନ୍ତ,ମେଡ଼ିଆ ସେଲ ଅମିତି କୁମାର ମହାନ୍ତ,ସୂର୍ଯ୍ୟ ମଣି ନାଏକ ତଥା ନୂତନ ସଦସ୍ୟ ଯୁଧିଷ୍ଠିର ମହାନ୍ତ, ଦନାର୍ଦନ ମହାନ୍ତ, ସୁରେନ୍ଦ୍ର ପଥୁରିଆ ସମସ୍ତ କମିଟି ଉପସ୍ଥିତ ରହି ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଛି |

