ପାଟଣା ବ୍ଲକ ବିଇଓ ଅଫିସରେ ନୂତନ ଏବିଇଓ ଜଗଦୀଶ ଚନ୍ଦ୍ର ନାଏକ
ପାଟଣା ବ୍ଲକ ବିଇଓ ଅଫିସରେ ନୂତନ ଏବିଇଓ ଜଗଦୀଶ ଚନ୍ଦ୍ର ନାଏକ
ପାଟଣା-୦୨-୦୬-୨୦୨୬(ବି.ଏନ .ଓ ) :(ଦୀନବନ୍ଧୁ ମିଶ୍ର ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକବିଇଓ ଅଫିସ ରେ ଏବିଇଓ ଜଗଦୀଶ ଚନ୍ଦ୍ର ନାଏକ ନୂତନ ଭାବେ ଯୋଗଦାନ କରିଛନ୍ତି | ଏବିଇଓ ଶ୍ରୀ ନାଏକ ପୂର୍ବରୁ ଘଟଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ |ଯୋଗଦାନ ପରେ ପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି |ଏଥିରେ ପାଟଣା ବିଇଓ ପୂର୍ଣଚନ୍ଦ୍ର ଅମାନ୍ତ ,ସଚ୍ଚିଦାନନ୍ଦ ସେଠି,ପ୍ରକାଶ କୁମାର ରାୟ,ଏଥି ସହିତ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ, କମଳା କାନ୍ତ ପତି, ଉପସଭାପତି, ତିଲତମା ବେହେରା, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ ସଭାପତି, ଶ୍ରୀ ଯୁକ୍ତ ପ୍ରମୋଦ କୁମାର ମହାନ୍ତ, ଏହା ସହିତ ସଙ୍ଘ ର ନନ୍ଦ କିଶୋର ନାଏକ,ବିଭୀଷଣ ଦଳଦସିଆ,ବୀର ମୋହନ ଦିବେଦି,ସନ୍ତୋଷ କୁମାର ନାଏକ,ପ୍ରଫୁଲ୍ଲ କୁମାର ନାଏକ, କାନ୍ତି ରାଣୀ ନାଏକ ଏବଂ ସମସ୍ତ କର୍ମଚାରି ପୁଷ୍ପ ଗୁଚ୍ଛ ଦେଈ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଈ ମିଷ୍ଟାନ ବଣ୍ଟନ କରିଥିଲେ |

