କଙ୍କଡ଼ାହାଡ଼ ରେ ମକର ମେଳା ପାଳିତ
କଙ୍କଡ଼ାହାଡ଼ରେ ମକର ମେଳା ପାଳିତ…
କଙ୍କଡ଼ାହାଡ଼ ୧୫-୦୧-୨୦୨୬ (ବି.ଏନ .ଓ ) : (ଜୋତିଜୀବନ ସାହୁ ) କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବୀରୋଡ ଗ୍ରାମରେ ଗ୍ରାମେଶ୍ବରୀ ଠାରେ ବହୁ ଧୂମଧାମରେ ମକର ମେଳା ପାଳିତ ହେଉଛି, ସକାଳେ କଳସ ଯାତ୍ରା ହୋଇଥିବା ବେଳେ ମଧ୍ୟାନରେ ଗ୍ରାମେଶ୍ବରୀଙ୍କ ପାଖରେ ହୋମ ଯଜ୍ଞ ହୋଇଥିଲା,ଏବଂ ସକାଳୁ ବିଳମ୍ବିତ ରାତିଯାଏ ନାମ ସଂକୀର୍ତନରେ ଗ୍ରାମରେ ଆଧ୍ୟାତ୍ମିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବଂ ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲାବେଳେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା ହୋଇଥିଲା, ପୂଜକ ଭବାନି ପଣ୍ଡାଏବଂ କର୍ତ୍ତା ନିହାର ରଞ୍ଜନ ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ ମକର ମେଳା କମିଟି ର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ

