ଏୟୁ ବ୍ୟାଙ୍କ ତାହାର ବ୍ୟାଙ୍କିଙ୍ଗ କାର୍ଯ୍ୟ ପରିଚାଳନାର ୫ବର୍ଷ ପୂରଣ କଲା

୧:୧ ବୋନସ୍‍ ସେୟାର ଇସ୍ୟୁ ଓ ସେୟାର ପିଛା (ପ୍ରାକ୍‍ ବୋନସ୍‍ ଇସ୍ୟୁ)

୧ ଟଙ୍କା ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରୁଛି

ଭବିଷ୍ୟତ ଆପଦ ନିମନ୍ତେ ନିଜର ଆୟବ୍ୟୟ ହିସାବ ଫର୍ଦ୍ଦକୁ ସୁରକ୍ଷିତ ରଖି ଦମ୍‍ଦାର ସାମଗ୍ରିକ ପ୍ରଦର୍ଶନ କରୁଛି

 ଲାଭ ଉପାର୍ଜନ- ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ପାଇଁ ନେଟ୍‍ ଲାଭ ୧୦୫% ବୃଦ୍ଧିପାଇ ୩୪୬ କୋଟି ଟଙ୍କା ହୋଇଛି; ୨୦୨୨ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଟିକସ ପରବର୍ତ୍ତୀ ଲାଭ ୧୧୩୦ କୋଟି ଟଙ୍କା ହୋଇଛି; ୨୦୨୨ ଚତୁର୍ଥ ତ୍ରୈମାସିକ/୨୦୨୨ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଆର୍‍ଓଏ ୨.୨%/୧.୯% ଏବଂ ଆରଓଇ ୧୮.୯%/୧୬.୪% ହୋଇଛି

 ବୋନସ ସେୟାର ଇସ୍ୟୁ- ୫ ବର୍ଷର ବ୍ୟାଙ୍କିଙ୍ଗ କାର୍ଯ୍ୟ ପରିଚାଳନା ପୂରଣ ଅବସରକୁ ପାଳନ କରିବା ପାଇଁ ବୋର୍ଡ ଅଫ ଡାଇରେକ୍ଟର୍ସ ୧:୧ ଅନୁପାତରେ ବୋନସ୍‍ ଇକ୍ୱିଟି ସୟୋର ଇସ୍ୟୁ ସକାଶେ ସୁପାରିଶ କରିଛନ୍ତି

 ଲାଭାଂଶ- ବୋର୍ଡ ପୁନଶ୍ଚ ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସେୟାର ପିଛା ୧ ଟଙ୍କା ଲାଭାଂଶ ସୁପାରିଶ କରିଛି (ପ୍ରାକ୍‍ ବୋନସ୍‍ ଇସ୍ୟୁ) ଅଥବା ସେୟାର ପିଛା ୫୦ ପଇସା (ଏକ୍ସ ବୋନସ୍‍ ଇସ୍ୟୁ)

 ଇଣ୍ଡିପେଣ୍ଡେଌକ୍ଷଗ୍ଧ; ଡାଇକ୍ଟେର ନିଯୁକ୍ତି- ବ୍ୟାଙ୍କ ଶ୍ରୀ କମଳେଶ ଏସ.ଭିକାମ୍‍ସେଙ୍କୁ ଜଣେ ଇଣ୍ଡିପେଣ୍ଡେଌକ୍ଷଗ୍ଧ; ଡାଇରେକ୍ଟର ଭାବରେ ଗ୍ରହଣ କରି ତାହାର ମୋଟ ଡାଇରେକ୍ଟର ସଂଖ୍ୟା ୧୦କୁ ବୃଦ୍ଧି କରିବା ସହିତ ବୋର୍ଡକୁ ଅଧିକ ସୁଦୃଢ ଓ ପରିବ୍ୟାପ୍ତ କରିଛି

 ଆସେଟ୍‍ର ମାନରେ ପୁନଶ୍ଚ ଉନ୍ନତି ଘଟି ମୋଟ ଏନ୍‍ପିଏ ପରିମାଣ ୧.୯୮%କୁ  ହ୍ରାସପାଇଛି ଏବଂ ନେଟ୍‍ ଏନ୍‍ପିଏ ୦.୫୦% ରହିଛି

 ନିରନ୍ତର ଭିତ୍ତିରେ ଅଧିକ ଆପତ୍‍କାଳୀନ ପାଣ୍ଠି ବ୍ୟବସ୍ଥା କରିବାକୁ ପ୍ରୋଭିଜନିଂ ନୀତିକୁ ଅଧିକ ସୁଦୃଢ କରାଯାଇଛି, ପ୍ରୋଭିଜନ କଭରେଜ ଅନୁପାତ (ପିସିଆର୍‍) ୭୫% ରହିଛି ଯାହା ଏହି ଶ୍ରେଣୀର ସର୍ବୋତ୍ତମ ବ୍ୟାଙ୍କଗୁଡିକ ଅନୁରୂପ ହୋଇଛି

 ପ୍ରୋଭିଜନିଂ ନୀତିରେ ପରିବର୍ତ୍ତନ କାରଣରୁ ବର୍ଦ୍ଧିତ ପ୍ରୋଭିଜନିଂ ନିମନ୍ତେ ୧୪୩ କୋଟି ଟଙ୍କା ସମ୍ପୂର୍ଣ୍ଣ ଭାବରେ ବିନିଯୋଗ କରିବା ପରେ କଌକ୍ଷଗ୍ଧ;ିଜେନ୍ସି ପ୍ରୋଭିଜନ ସମ୍ପ୍ରତି ୧୫୭ କୋଟି ଟଙ୍କା ହୋଇଛି ଯାହା ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୩୦୦ କୋଟି ଟଙ୍କା ରହିଥିଲା

 ଜମା ପରିମାଣ ୫୦,୦୦୦ କୋଟି ଟଙ୍କାକୁ ଅତିକ୍ରମ କରିବା ସହିତ ୫୨,୫୮୫ କୋଟି ଟଙ୍କା ହୋଇଛି ଏବଂ ପୂର୍ବବର୍ଷ ତୁଳନାରେ ଏଥିରେ ୪୬% ଏବଂ ପୂର୍ବ ତ୍ରୈମାସିକ ତୁଳନାରେ ୧୯% ବୃଦ୍ଧିପାଇଛି

 ସର୍ବାଧିକ ତ୍ରୈମାସିକ ଯୋଗାଣ ୧୦,୨୯୫ କୋଟି ଟଙ୍କା ହୋଇଛି (ପୂର୍ବବର୍ଷ ତୁଳନାରେ ୩୯% ଅଧିକ)

 ବ୍ୟାଙ୍କ ୩୯ଟି ନୂଆ ଟଚ୍‍ପଏଌକ୍ଷଗ୍ଧ; ଖୋଲିବା ସହିତ ତାହାର ନେଟୱର୍କ ୯୧୯ ଟଚ୍‍ପଏଌକ୍ଷଗ୍ଧ;ରେ ପରିବ୍ୟାପ୍ତ ହୋଇଛି

 କେୟାର ରେଟିଂସ୍‍ ବ୍ୟାଙ୍କର ଦୀର୍ଘାବଧି ରେଟିଂ ଏଏ/ଷ୍ଟେବଲ୍‍କୁ ଉନ୍ନୀତ କରିଛି ଏବଂ ସ୍ୱଳ୍ପ ଅବଧି ରେଟିଂ ଏ୧+ରେ ଅପରିବର୍ତ୍ତିତ ରଖିଛି

 

ମୁମ୍ବାଇ/ ଜୟପୁର 27th April,(Bnews): ଏୟୁ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡର ବୋର୍ଡ ଅଫ ଡାଇରେକ୍ଟର୍ସ ୨୦୨୨ ଏପ୍ରିଲ ୨୬ରେ ଅନୁଷ୍ଠିତ ତାହାର ବୈଠକରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ଏବଂ ଶେଷ ତିନିମାସର ଆର୍ଥିକ ଫଳାଫଳକୁ

ଅନୁମୋଦନ କରିଛି ।

କାର୍ଯ୍ୟକାରିତାଗତ ସାରାଂଶ

ଜମା ପରିମାଣ ପୂର୍ବବର୍ଷ ତୁଳନାରେ ୪୬% ବୃଦ୍ଧିପାଇ ୫୨,୫୮୫ କୋଟି ଟଙ୍କା ହୋଇଥିବାବେଳେ ପୂର୍ବବର୍ଷ ତାହା ୩୫,୯୭୯ କୋଟି ଟଙ୍କା ରହିଥିଲା ଏବଂ ବ୍ୟାଙ୍କର କାସା ଅନୁପାତରେ ଉନ୍ନତି ଘଟି ତାହା ୩୭% ହୋଇଛି, ଯାହା ବର୍ଷକ ପୂର୍ବେ ୨୩% ରହିଥିଲା । ସାମଗ୍ରିକ ବ୍ୟବସାୟ ପରିବେଶରେ ନିରନ୍ତର ଉନ୍ନତି ଘଟିବା ଦ୍ୱାରା ଯୋଗାଣ କ୍ଷେତ୍ରରେ ଆଶାନୁରୂପ ବୃଦ୍ଧି ଘଟିଛି । ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ

ପାଣ୍ଠିଭିତ୍ତିକ ଅର୍ଥଯୋଗାଣ ପରିମାଣ ପୂର୍ବବର୍ଷ ତୁଳନାରେ ୩୯% ବୃଦ୍ଧିପାଇ ୧୦,୨୯୫ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ସେହି ତ୍ରୈମାସିକରେ ୭୪୨୧ କୋଟି ଟଙ୍କା ହୋଇଥିଲା । ବ୍ୟାଙ୍କ ପକ୍ଷରୁ ଅର୍ଥ ଯୋଗାଣ ମଧ୍ୟରେ ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ୬୪ କୋଟି ଟଙ୍କାର ଇସିଏଲ୍‍ଜିଏସ ଅନ୍ତର୍ଭୁକ୍ତ । ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଅଣ ପାଣ୍ଠି ଅର୍ଥଯୋଗାଣ ପରିମାଣ ପୂର୍ବବର୍ଷ ସେହି ସମୟ ତୁଳନାରେ ୯୦% ବୃଦ୍ଧିପାଇ ୭୪୨ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ଚତୁର୍ଥ ତ୍ରୈମାସିକରେ ୩୯୧ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ମୋଟ ଅଗ୍ରୀମ ପ୍ରଦାନରେ ପୂର୍ବବର୍ଷ ତୁଳନାରେ ୩୨% ବୃଦ୍ଧିଘଟି ତାହା ୪୬,୭୮୯ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ୩୫,୩୫୬ କୋଟି ଟଙ୍କା ହୋଇଥିଲା । ଏଥିସହିତ ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରତି ମାସରେ ନିରବଚ୍ଛିନ୍ନ ଭାବରେ ଅର୍ଥ ଆଦାୟ ୧୦୦%ରୁ ଅଧିକ ହୋଇଛି ଏବଂ ଏହାଦ୍ୱାରା ଆସେଟ୍‍ ମାନଗତ ଅନୁପାତରେ ନିରନ୍ତର ଉନ୍ନତି ଘଟିଛି । ଏୟୁ ୦୧୦୧, ଭିଡିଓ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ, ୟୁପିଆଇ କ୍ୟୁଆର ଆଦି ଭଳି ଡିଜିଟାଲ ସେବା କ୍ଷେତ୍ରରେ ବ୍ୟାଙ୍କ ମଜଭୁତ ସ୍ଥିତି ବଜାୟ ରଖିଛି, ଯେଉଁଗୁଡିକ ମଧ୍ୟରୁ ସମସ୍ତରେ ମଜଭୁତ ଗତିଶୀଳତା ପରିଲକ୍ଷିତ ହେଉଛି ।

୧. ଆର୍ଥିକ ମୁଖ୍ୟାଂଶ

୨୦୨୨ ପୂର୍ଣ୍ଣାଙ୍ଗ ଆର୍ଥିକ ବର୍ଷର ମୁଖ୍ୟାଂଶ

ବ୍ୟବସାୟ

ଚା ବ୍ୟାଙ୍କର ମୋଟ ଆୟବ୍ୟୟ ହିସାବ ଫର୍ଦ୍ଦରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୪% ବୃଦ୍ଧି ଘଟି ତାହା ୬୯,୦୭୮ କୋଟି ଟଙ୍କା ହୋଇଛି

ଚା ବ୍ୟାଙ୍କର ଜମା ପରିମାଣ ପୂର୍ବ ଆର୍ଥିକ ବର୍ଷ ତୁଳନାରେ୪୬% ବୃଦ୍ଧିପାଇ ୫୨,୫୮୫ କୋଟି ଟଙ୍କା ହୋଇଛି; କାସା ୩୭% ହୋଇଛି, ଯାହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୨୩% ରହିଥିଲା ଚା ପାଣ୍ଠି ବାବଦ ଖର୍ଚ୍ଚ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୮୮ ବେସିସ ପଏଌକ୍ଷଗ୍ଧ; ହ୍ରାସପାଇ ୫.୯% ହୋଇଛି ଚା ଋଣ ଏୟୁଏମ୍‍ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୭% ବୃଦ୍ଧିପାଇ ୪୭,୮୩୧ କୋଟି ଟଙ୍କା ହୋଇଛି; ସିଡି ଅନୁପାତ ୮୮% ରହିଛି

ଚା ୮୮% ଋଣ ପରିମାଣ ରିଟେଲ କ୍ଷେତ୍ରରେ ରହିଛି ଲାଭ ଉପାର୍ଜନ ଚା ବ୍ୟାଙ୍କର ମୋଟ ଆୟ ୬,୯୧୫ କୋଟି ଟଙ୍କା ହୋଇଛି, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୨୧% ଅଧିକ, ଏନଆଇଆଇ ୩,୨୩୪ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୭% ଅଧିକ

ଚା ସମୁଦାୟ ୨୦୨୨ ଆର୍ଥିକ ବର୍ଷରେ ନେଟ୍‍ ଲାଭ ୧,୧୩୦ କୋଟି ଟଙ୍କା ହୋଇଛି ଚା ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ବ୍ୟାଙ୍କ ଗଢିତୋଳିବାକୁ ଲୋକଶକ୍ତି, ଡିଜିଟାଲ, ବ୍ରାଣ୍ଡିଂ, ଉତ୍ପାଦସମୂହ ଏବଂ ଆବଌକ୍ଷଗ୍ଧ;ନ ବ୍ୟବସ୍ଥାରେ ଆମେ ଯଥେଷ୍ଟ ନିବେଶ କରୁଥିବାବେଳେ ବ୍ୟାଙ୍କର ଆରଓଏ ୧.୯% ଏବଂ ଆରଓଇ ୧୬.୪% ରହିଛି ଆସେଟ୍‍ର ମାନ ଚା ବ୍ୟାଙ୍କର ଆସେଟ୍‍ ମାନରେ ଉଲ୍ଲେଖନୀୟ ଭାବରେ ଉନ୍ନତି ଘଟିଛି, ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଜିଏନ୍‍ପିଏ ୪.୩% ଥିବାବେଳେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ତାହା ୨% ହୋଇଛି ଚା ବ୍ୟାଙ୍କର ନେଟ୍‍ ଅଗ୍ରମୀର ନେଟ୍‍ ଏନ୍‍ପିଏ ପରିମାଣ ୦.୫% ହୋଇଛି, ଯାହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୨.୨% ରହିଥିଲା ଚା ବ୍ୟାଙ୍କର ପ୍ରୋଭିଜନ କଭରେଜ ଅନୁପାତ ୭୫% ରହିଛି, ଯାହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୫୦% ରହିଥିଲା ଚା ବ୍ୟାଙ୍କର ଆଦାୟ ପାରଦର୍ଶିତା ୨୦୨୨ ପୂର୍ଣ୍ଣାଙ୍ଗ ଆର୍ଥିକ ବର୍ଷ ନିମନ୍ତେ ହାରାହାରି

୧୦୬% ହୋଇଛି ଚା ବ୍ୟାଙ୍କ ଜିଏନ୍‍ପିଏ ପୁଲ୍‍ ପାଇଁ ୬୫୩ କୋଟି ଟଙ୍କା ବ୍ୟବସ୍ଥା କରିବା ବ୍ୟତୀତ ଅତିରିକ୍ତ ଭାବରେ ନିମ୍ନଲିଖିତ ଆପତ୍‍କାଳୀନ ପ୍ରୋଭିଜନ ବ୍ୟବସ୍ଥା ବଜାୟ ରଖିଛି କ୍ଟ ରିଷ୍ଟ୍ରକ୍‍ଚର୍‍ଡ ବୁକ୍‍ ନିମନ୍ତେ ପ୍ରୋଭିଜନ୍‍ ୧୯୨ କୋଟି ଟଙ୍କା (ରିଷ୍ଟ୍ରକ୍‍ଚର୍‍ଡ ବୁକ୍‍ର ୧୬%) କ୍ଟ କଌକ୍ଷଗ୍ଧ;ିଜେନି୍ସ ପ୍ରୋଭିଜନ୍‍ ୧୫୭ କୋଟି ଟଙ୍କା (ଅଗ୍ରୀମର ୦.୩୪%) କ୍ଟ ଫ୍ଲୋଟିଂ ପ୍ରୋଭିଜନ୍‍ ୪୧ କୋଟି ଟଙ୍କା (ଅଗ୍ରୀମର ୦.୦୯%) କ୍ଟ ଷ୍ଟାଣ୍ଡାର୍ଡ ପ୍ରୋଭିଜନ୍‍ ୧୩୯ କୋଟି ଟଙ୍କା (ଅଗ୍ରୀମର ୦.୩୦%) କ୍ୟାପିଟାଲ ଆଡିକ୍ୱେସି ଚା ବ୍ୟାଙ୍କ ନିକଟରେ ନିମ୍ନମତେ ଉତ୍ତମ ପାଣ୍ଠି ରହିଛି – ମୋଟ ସିଆର୍‍ଏଆର ୨୧.୦%, ଯେଉଁକ୍ଷେତ୍ରରେ ସର୍ବନିମ୍ନ ଆବଶ୍ୟକତା ୧୫% – ଟିୟର-୧ ପାଣ୍ଠି ଅନୁପାତ ୧୯.୭% ରହିଛି, ଯେଉଁ କ୍ଷେତ୍ରରେ ସର୍ବନିମ୍ନ ଆବଶ୍ୟକତା ୭.୫%

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *