Views: 1,441
ଏନ.ଏଚ ୫୫ ରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ଢେଙ୍କାନାଳ,୧୧-୦୬-୨୦୨୫(ବି.ଏନ .ଓ ) :(ସଞ୍ଜୟ କୁମାର ସାହୁଙ୍କ ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନ ଅନ୍ତର୍ଗତ ମୁକ୍ତlପଶି ପୂର୍ବ ପାଟଣା ଛକ ଠାରେ ଅଜଣା ଗାଡ଼ି ଧକ୍କାରେ କାମାକ୍ଷାନଗର ଥାନ ଅନ୍ତର୍ଗତ ଗୁଣ୍ଡିଚାନାଳି ଗ୍ରାମର ଚିତ୍ରସେନ ସାହୁଙ୍କ ପୁତ୍ର ସୁଫିଟ ସାହୁଙ୍କ ମୃତ୍ୟୁ ଘଟିଛି