୩ ବର୍ଷର ଶିଶୁକୁ ଧରି ଟ୍ରେନ ଆଗକୁ ଡେଇଁଲା ମା’

ବାଲେଶ୍ୱର : ନୂଆଗାଁ ରେଳ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ମାଆର ଆତ୍ମହତ୍ୟା । ମୃତକଙ୍କ ନାମ ରୀତାରାଣୀ ଏବଂ ତାଙ୍କ ପୁଅ ମାକୁରୁ ବୋଲି ଜଣାପଡିଛି। ସେମାନେ ବାଲେଶ୍ୱର ବସ୍ତା ଅଞ୍ଚଳରେ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, ମହିଳା ଜଣକ ନିଜର ୩ ବର୍ଷର ପୁଅ ସହିତ ଟ୍ରେନ ଆଗକୁ ଡେଇଁପଡିଥିଲେ।  ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ତଥାପି ପାରିବାରିକ କଳହରୁ ମହିଳା ଆତ୍ମହତ୍ୟା କରିଥିବା ନେଇ କରାଯାଉଛି। ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *