ଓଡ଼ିଶା ରଣଜୀ ଟିମର କୋଚ୍ ହେଲେ ୱାସିମ୍ ଜାଫର

କଟକ: ୱାସିମ୍ ଜାଫରଙ୍କୁ ଓଡ଼ିଶା ରଣଜୀ ଦଳର ନୂତନ କୋଚ୍ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବିଧିବଦ୍ଧ ଭାବରେ ଜାଫରଙ୍କ ନାଁ କୋଷାଧ୍ୟକ୍ଷ ବିକାଶ ମହାପାତ୍ର ଓ ସିଇଓ ସୁବ୍ରତ ବେହେରା ଘୋଷଣା କରିଛନ୍ତି । ୱାସିମ୍ ଜାଫର ୨ ବର୍ଷ ଧରି ଓଡ଼ିଶା ରଣଜୀ ଟିମର କୋଚ୍ ଦାୟିତ୍ୱ ତୁଲାଇବେ । ସେ ରଣଜୀରେ ସବୁ ବର୍ଗକୁ କୋଚିଂ ଦେବେ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ହେଉଛନ୍ତି ୱାସିମ୍ ଜାଫର । ୱାସିମ୍ ଜାଫର ବାଂଲାଦେଶ ଟିମ, କିଙ୍ଗ୍ସ ୧୧ ପଞ୍ଜାବ ଓ ଆଇପିଏଲରେ ବ୍ୟାଟିଂ କୋଚ ଭାବେ ପ୍ରଶିକ୍ଷଣ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *