ସିଲ୍ ହେଲା ଭିଏସଏସ ନଗର ମାର୍କେଟ୍

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ଦୋକାନ ଓ ବଜାର ଆଦି ସିଲ୍ କରୁଛି ବିଏମସିର ଏନଫୋର୍ସମେଣ୍ଟ୍ ଟିମ୍ । କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବାଧ୍ୟହୋଇ ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମ୍ସି । ଏହି କ୍ରମରେ ଭୁବନେଶ୍ୱର ଭିଏସଏସ ନଗର ମାର୍କେଟ୍ ମଧ୍ୟ ସିଲ୍ ହୋଇଛି । ସୂଚନା ଅନୁସାରେ, କଡ଼ା ନିୟମ ଭିତରେ ବିଭିନ୍ନ ଦୋକାନ ବଜାର ଆଦି ଖୋଲିବାକୁ ସରକାର ଅନୁମତି ଦେଇଥିଲେ । ଲକଡାଉନ୍ କଟକଣା କୋହଳ କରିବା ସହ ନିୟମ ମାନିବାକୁ ନିବେଦନ କରିଥିଲେ । କିନ୍ତୁ ଅନେକ ସ୍ଥାନରେ ଅମାନିଆଙ୍କ ପାଇଁ ବିଏମସିି ଟିମ୍ ଚଢ଼ଉ କରିବା ସହ ଦୋକାନ-ବଜାର ଆଦି ସିଲ୍ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *