ଆଜି ଏୟାରଲିଫ୍ଟ ହେବେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର : ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ ବୋଲି ଜଣାପଡିଛି । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତି କରିବା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚିଛନ୍ତି କୋଲକତା ଏକ ସ୍ୱତସ୍ତ୍ର ହସ୍ପିଟାଲ ଟିମ୍ । କୋଲକାତା ସୁପରସ୍ପେଶାଲିଟି ହସ୍ପିଟାଲର ୪ ଜଣିଆ ଟିମ୍ ଆଜି ପହଞ୍ଚିଛନ୍ତି । ଦେବାଶିଷଙ୍କୁ ଇକୋମା ସପୋର୍ଟରେ କୋଲକାତା ଏୟାରଲିଫ୍ଟ କରାଯିବ । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ ଅନେକ ଦିନ ହେବ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *