ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ : କେନ୍ଦ୍ରମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଭାରତ ସମ୍ମୁଖୀନ ହୋଇଥିବା ଆତଙ୍କୀ ହମଲାର ଉଦାହରଣ ଦେଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣ ଲାଗି ପରୋକ୍ଷରେ ପାକିସ୍ତାନକୁ ଦାୟୀ କଲେ । ଆତଙ୍କବାଦୀଙ୍କ ଯୋଗୁଁ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ କହିଛନ୍ତି ଜୟଶଙ୍କର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *