ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭୁବନେଶ୍ୱର : ଭୁବନେଶ୍ୱରର ଟଙ୍କପାଣି ରୋଡ଼ ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ଶ୍ରମିକ ଜୀବନ ଚାଲି ଯାଇଛି । ସ୍ୱେରେଜ୍ ଟାଙ୍କି ସଫା କରୁଥିବା ବେଳେ ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ଯୋଗୁଁ ଗୁରୁତର ହୋଇପଡ଼ିଥିଲେ । ଫଳରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *