ଓଡ଼ିଶାର ଦୁଇ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ଦ୍ୱାରା ସମ୍ମାନିତ କରାଯିବ । ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଦିଆଯିବ ଶୌର୍ଯ୍ୟ ଚକ୍ର ସମ୍ମାନ । ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ସହୀଦ୍ ହୋଇଥିଲେ ଏହି ୨ ଯବାନ । ୨୦୨୦ ସେପ୍ଟେମ୍ବର ୯ ତାରିଖରେ ଏହି ଦୁଇ ବୀରୀ ଯବାନ ସହିଦ୍ ହୋଇଥିଲେ । କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ସେଥିରେ ସେମାନେ ଲଢ଼ି ଲଢ଼ି ସହୀଦ୍ ହୋଇଛନ୍ତି । ସେମାନଙ୍କର ଏହି ଅଦମ୍ୟ ସାହସ ଏବଂ ବଳୀଦାନ୍ ପାଇଁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ଦ୍ୱାରା ସମ୍ମାନିତ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *