ସୋସିଆଲ ମିଡିଆରେ ବିଧାୟିକାକୁ ଅଶ୍ଳୀଳ ଭାଷା, ଗିରଫ ହେଲେ ଦୁଇ ଯୁବକ

ଗଞ୍ଜାମ:  ଚିକିଟି ବିଧାୟିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅଶ୍ଳୀଳ ମେସେଜ ଲେଖିବା ମହଙ୍ଗା ପଡିଲା  । ସୋସିଆଲ ମିଡିଆରେ ବିଧାୟକଙ୍କ ପ୍ରତି ଅସମ୍ମାନ ବୋଧକ ଶବ୍ଦ ବ୍ୟବହାର କରିବା ସହ ଅଶୀଳ୍ପ ଭାଷା ମଧ୍ୟ ଲେଖିଥିବା ଦୃଷ୍ଟିଗୋଚର ହୋଇଛି  । ସେପଟେ ଜଣେ ସମ୍ମାନସ୍ପଦ ଲୋକଙ୍କ ପ୍ରତି ଏଭଳି ଦୁର୍ବବ୍ୟହାର ଗ୍ରହଣୀୟ ହୋଇନଥିବା ନେଇ ସାମାଜିକ କର୍ମୀ ସୁରେନ୍ଦ୍ର ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ  । ସୁରେନ୍ଦ୍ରଙ୍କ ଅଭିଯୋଗ ପରେ ପୋଲିସ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି  । ଏହି ମାମଲାରେ ଦୁଇ ଜଣଙ୍କୁ  ଗିରଫ କରିଛି ପୋଲିସ  । ସୂଚନା ମୁତାବକ  ଅଭିଯୁକ୍ତ ଦ୍ୱୟ ହେଉଛନ୍ତି  ଜରଡା ଥାନା ଗୋଠଗାଁ ର ରଞ୍ଜନ କୁମାର ପ୍ରଧାନ,ସୁମାଣ୍ଡି ଗାଁ ର ବାଦଲ ପ୍ରଧାନ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *