ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ

କେନ୍ଦୁଝର : ଭିଜିଲାନ୍ସ ଜାଲରେ ଫସିଛନ୍ତି ଟେକନିକାଲ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟେକ୍ନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢାଉ କରିଛି । ବାସଭବନ, ପୈତୃକ ଘର, ଶ୍ୱଶୁର ଘର ଓ ଯୋଡା ଅଫିସରେ ରେଡ୍ ହୋଇଥିବା ଜଣାପଡିଛି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *