ୱାର୍ଲ୍ଡ ଚମ୍ପିଆନସିପ୍ ପାଇଁ ୧୫ ଜଣିଆ ଟିମ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ଟିମ ଘୋଷଣା କଲା ବିସିସିଆଇ  । ୧୫ ଜଣିଆ ଦଳ ଘୋଷଣା ହୋଇଛି  ।  ଏହି ଟିମରେ ବିରାଟ କୋହଲି କ୍ୟାପଟେନ, ରାହାଣେ ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି  । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା  ରହିଛନ୍ତି  । ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ ଯାଦବ ଏବଂ ମହମ୍ମଦ ସିରାଜଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି  । ଚଳିତବର୍ଷ ୱାର୍ଲଡ ଚମ୍ପିଆନସିପ୍ କ୍ରିକେଟ ଥିବାବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ କ୍ରିକେଟ ବୋର୍ଡ  । ମ୍ୟାଚ ପାଇଁ ୧୫ ଜଣିଆ କ୍ରିକେଟ ଟିମ ମଧ୍ୟ ଘୋ,ଣା କରିଛି ବିସିଆଇ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *