ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ହେଲେ ଇ.ତାରା ପ୍ରସାଦ ମିଶ୍ର

କଟକ : ଇ. ତାରା ପ୍ରସାଦ ମିଶ୍ର ନୂତନ ଭାବେ ଓଡ଼ିଶାର ପୂର୍ତ୍ତବିଭାଗ(ରାସ୍ତା) ଦାୟିତ୍ୱରେ ମୁଖ୍ୟଯନ୍ତ୍ରୀ ଭାବେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସରକାରୀ ଯନ୍ତ୍ରୀ, ନିର୍ବାହିଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ ଓ ସରକାରୀ ମୁଖ୍ୟଯନ୍ତ୍ରୀ ଇତ୍ୟାଦି ପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହିତ ବିଭିନ୍ନ ଜିଲ୍ଲା ଓ ରାଜ୍ୟର ରାସ୍ତା, କୋଠାବାଡ଼ି, ସେତୁ ଇତ୍ୟାଦି ନର୍ମାଣ କରି ଜଣେ କର୍ମଠ ଯନ୍ତ୍ରୀର ପରିଚୟ ଦେଇଛନ୍ତି । ସେ ଜଣେ ସାହିତ୍ୟ ଅନୁରାଗୀ, କବିତା, ଗଳ୍ପ ଓ ସମ୍ବାଦପତ୍ର ପାଠକ ପ୍ରିୟ । ଆଶା କରାଯାଏ ଆଗାମୀ ଦିନ ଓ ବର୍ଷରେ ଆମ ରାଜ୍ୟର ରାସ୍ତାଘାଟ ଉନ୍ନତିର ବିଶେଷତଃ ଦକ୍ଷତାର ପରିଚୟ କାର୍ଯ୍ୟ ସଂପାଦାନ କରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *