ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଏକକାଳୀନ ୨୮ଟି ଶବଦାହ ହୋଇପାରିବ

ପୁୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ସରିବା ପରେ ଆଜି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । କରୋନା କାଳରେ ପୂରା କୋଭିଡ କଟକଣା ଭିତରେ ସ୍ୱର୍ଗଦ୍ୱାରର ଲୋକାର୍ପଣ କରାଯାଇଛି । ସ୍ୱର୍ଗଦ୍ୱାରର ନବୀକରଣ ପରେ ଏଠାରେ ଏକକାଳୀନ ୨୮ଟି ଶବଦାହ ହୋଇ ପାରିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ ହରିଶ୍ଚନ୍ଦ୍ର ଯୋଜାନରେ ଗରିବ ଲୋକ ମାଗଣାରେ ଶବ ଦାହ କରିପାରିବେ ବୋଲି ପୁରୀ ପୌର ପରିଷଦ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏପ୍ରିଲ ୨୨ରେ ଡ୍ରାଏ ରନ୍ ହୋଇଥିଲା । ପୁରୀ ଜିଲ୍ଲାପାଳ ଆଜି ସ୍ୱର୍ଗଦ୍ୱାରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *