ବିମାନ ବନ୍ଦର ଓ ରେଳୱେ ଷ୍ଟେସନରେ ଆଜିଠୁ କଡାକଡି ଚେକିଂ

ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱର ବିମାନ ବନ୍ଦର ଓ ରେଳୱେ ଷ୍ଟେସନ ରେ କଡାକଡି ହୋଇଛି ଚେକିଂ ବ୍ୟବସ୍ଥା । ଯେଉଁ ମାନେ ରାଜ୍ୟ ବାହାରୁ ଆସୁଛନ୍ତି ସମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଯଦି କୌଣସି ଯାତ୍ରୀ ରିପୋର୍ଟ ଆଣିନଥିବେ ତେବେ 7ଦିନ ହୋମ କ୍ୱାରେନଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ସେପଟେ କୌଣସି ଯାତ୍ରୀଙ୍କ ନିକଟରେ ଲକ୍ଷଣ ଦେଖାଦେଲେ ତୁରନ୍ତ ସେମାଙ୍କର ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଙ୍ଗ ଜୋରଦାର କରାଯାଉଛି । ଯେଉଁମାନେ ନିୟମ ଉଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ବିଏମସି କମିଶନର ।

ସେହିପରି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ 4ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାଙ୍କର କଣ୍ଟାକଟ୍ରେସିଂ ଚାଲିଛି । ଯଦି କୈଣସି ବ୍ୟକ୍ତି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୈଧୁରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *