କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ୱର: ସବ-କଲେକ୍ଟର ଓ ତହସିଲ ଅଫିସ ୨ଦିନ ବନ୍ଦ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଏହି ୨ କାର୍ଯ୍ୟାଳୟ । ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ କଲା ବିଏମସି । ୨୦ରେ ସବୁ କର୍ମଚାରୀଙ୍କର ହେବ RT-PCR ଟେଷ୍ଟ । ଲକ୍ଷଣ ଥିବା କର୍ମଚାରୀ ୧୯୨୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ୩ ଆସିଷ୍ଟାଣ୍ଟ କଲେକ୍ଟରରଙ୍କ ସହ ସବ-କଲେକ୍ଟର ଅଫିସରୁ ୪ଜଣ, ତହସିଲ କାର୍ଯ୍ୟାଳୟରେ ୨ଅତିରିକ୍ତ ତହସିଲଦାରଙ୍କ ସହ ୩ ଚିହ୍ନଟ । ୭ଜଣ ଚିହ୍ନଟ ପରେ ବିଏମସି ପଦକ୍ଷେପ ନେଇଛି । ବନ୍ଦ ସମୟରେ ଦୁଇ ଅଫିସକୁ ସାନିଟାଇଜ୍ କରାଯିବ । ଅଫିସ ଭିତରକୁ କାହାକୁ ଛଡ଼ାଯିବ ନାହିଁ । ପଜିଟିଭ ଚିହ୍ନଟ କର୍ମଚାରୀ ସଂଗରୋଧରେ ରହିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *