କେନ୍ଦ୍ରାପଡ଼ୋର ମିତ୍ତଲ କରିବ ଷ୍ଟିଲ ପ୍ଲାଣ୍ଟ : ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଷ୍ଟିଲ ପ୍ଲାଣ୍ଟ । ୧୨ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷର କରିଛି ଆର୍ସେଲର ମିତ୍ତଲ । ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିତ୍ତଲ ଅଧ୍ୟକ୍ଷ ଏଲ ଏନ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଏମଓୟୁ ସ୍ୱାକ୍ଷର ପରେ ଲଷ୍ମୀ ମିତ୍ତଲ ଗଣମାଧ୍ୟମକୁ କହିଥିଲେ, କେନ୍ଦ୍ରାପଡ଼ାରେ ହେବ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏନେଇ ୫୦ ହଜାର କୋଟି ବ୍ୟୟ ହେବ । ବର୍ଷକୁ ୧୨ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନର ଲକ୍ଷ୍ୟ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *