କଳାହାଣ୍ଡିର ବରିଷ୍ଠ ସାମ୍ୱାଦିକ ସଦ୍ୟବାଦୀ ନାଏକଙ୍କ ଦେହାନ୍ତ

କଳାହାଣ୍ଡି: ଆଉ ନାହାନ୍ତି କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ସତ୍ୟବାଦୀ ନାଏକ । ସେ ଜନ ଆନ୍ଦୋଳନର ଜଣେ ଆଗଧାଡ଼ିର ସଂଗ୍ରାମୀ, ଦଳିତ ଓ ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପୁରୋଧା । ନିୟମଗିରି ଏବଂ ଉଠାଦୋକାନୀ ଆନ୍ଦୋଳନର ଆଗ ଧାଡ଼ିର ନେତା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ବିୟେଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି କଳାହାଣ୍ଡି ସାମ୍ବାଦିକ ସଂଘ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *