ନୂଆ ପ୍ରିମିୟମ୍ ସଂଗ୍ରହରେ ଏସ୍‌ବିଆଇ ଲାଇଫ୍ ଇନ୍‌ସୁୃ୍ୟରାନ୍ସ ଆଗରେ

ଭୁବନେଶ୍ୱର : ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ୨୦,୨୬୪ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ସଂଗ୍ରହ କରାଯାଇଛି । ପୂର୍ବବଷର୧୬,୫୯୨ କୋଟି ଟଙ୍କା ତୁଳନାରେ ଏହା ୫୨% ଅଧିକ । ପ୍ରୋଟେକ୍ସନ୍ ପ୍ଲାନ୍‌, ବ୍ୟକ୍ତିଗତ ସୁରକ୍ଷା, ବ୍ୟକ୍ତିଗତ ନୂଆ ବ୍ୟବସାୟ ଆଦି ସମସ୍ତ କ୍ଷେତ୍ରରେ କମ୍ପାନି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରିମିୟମ୍ ସଂଗ୍ରହ କରିଛି । ଏସ୍‌ବିଆଇ ଲାଇଫ୍‌ର ଏୟୁଏମ୍ ୩୮% ବୃ୍‌ଦ୍ଧି ପାଇ ୨,୨୦,୮୭୧ କୋଟି ଟଙ୍କା ହୋଇଛି ଯାହା ୨୦୨୦ ମାର୍ଚ୍ଚ ୩୧ ବେଳକୁ ୧,୬୦,୩୬୩ କୋଟି ଟଙ୍କା ଥିଲା । କମ୍ପାନିର ଡେବ୍‌ଟ୍ ଟୁ ଇକ୍ୱିଟି ଅନୁପାତ ୭୩:୨୭ ରହିଛି ଓ ଡେବ୍‌ଟ୍‌ର ୯୦% ଉପକରଣ ଏଏଏ ରେଟିଂରେ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *