ବାଣ ଗୋଦାମରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ପୁରୀ(ବସନ୍ତ ଦାସ ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଚାରି ଛକ ନିକଟସ୍ଥ ବ୍ରହ୍ମ କୁଣ୍ଡୀ ଠାରେ ଥିବା ଏକ ବାଣ ଗୋଦାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । କର୍ମଚାରିମାନେ କାର୍ଯ୍ୟ କରୁ ଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ନିମାପଡ଼ାରୁ ଅଗ୍ନିସେବା କର୍ମଚାରି ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ବାଣ ଗୋଦାମ କୋଠା ଘରଟି ସଂପୂଣ୍ଣ ନଷ୍ଟ ହୋଇଯାଇଛି । ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ଗୋପ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ନୁଆହଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଓ ଚାରିଛକ୍ ଫାଣ୍ଡି ଅଧିକାରି ପ୍ରମୋଦ ସେଠୀ ପ୍ରମୁଖ ପହଞ୍ଚି ଘଟଣା ର ତଦନ୍ତ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *