କରୋନା ଟିକା ନେଇ ପାରିବେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା । ଯେଉଁ ଗର୍ଭବତୀ ମହିଳା ଟିକା ନେବା ପାଇଁ ଚାହିଁବେ, ସେମାନେ କୋ-ଓ୍ୱି୍ନ୍ ପୋର୍ଟାଲରେ ନାମ ପଞ୍ଜୀକରଣ କରିବେ । ଅନ୍ୟମାନଙ୍କ ପରି ନିକଟସ୍ଥ ଟିକାକେନ୍ଦ୍ରରେ ଟିକା ନେଇପାରିବେ ଗର୍ଭବତୀ ମହିଳା । ଗର୍ଭବତୀ ମହିଳାମାନେ ଟିକା ନେବା ପାଇଁ ପୂର୍ବରୁ ଗାଇଡଲାଇନ୍ ଜାରି କରିସାରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *