ଏହି ରାଜ୍ୟରେ ୨୫ ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

ରାଞ୍ଚି: ନୂଆ ବର୍ଷରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର । ନୂଆ ବର୍ଷରେ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ । ଟଙ୍କାଏ କି ଦୁଇ ଟଙ୍କା ନୁହେଁ ୨୫ ଟଙ୍କା ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଦର। ଏନେଇ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କିନ୍ତୁ ଏହି ଶସ୍ତା ପେଟ୍ରୋଲ-ଡିଜେଲ କେବଳ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ହିଁ ମିଳିପାରିବ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ମିଳିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *