ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଲା ପେଗାସସ୍ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର ଶୁଣାଣିକୁ କୋର୍ଟ ଅଗଷ୍ଟ ୧୦କୁ ଘୁଞ୍ଚାଇ ଦେଇଛନ୍ତି । ସେପଟେ ସଂସଦରେ ପେଗାସସ୍ ମାମଲାକୁ ବିରୋଧୀ ଜୋରଦାର ହଙ୍ଗାମା ଚଳାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *