ଜିଲ୍ଲାପାଳଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ

ପାରାଦୀପ : ପାରାଦ୍ୱୀପ ବନ୍ଦର ପକ୍ଷରୁ ବାତ୍ୟା ୟଶକୁ ଦୁଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ନେଇ ପସ୍ତୁତି ଆରମ୍ବ ହେଇଛି ।  ଆଜି ଜଗତସିଂହପୁର ଜିଲ୍ଲାପାଳ ପାରାଦ୍ୱୀପରେ ଥିବା ସମସ୍ତ ବାତ୍ୟାଆର୍ଶୟ ସ୍ଥଳ ପରିଦର୍ଶନ କରି ସ୍ତିସ୍ଥିର ସମୀକ୍ଷା କରିଛନ୍ତି । ଯେକୌଣସି ମୁହୂର୍ତ୍ତରେ ବାତ୍ୟା ୟଶର ମୁକାବିଲା କରିବା ପାଇଁ ପାରାଦ୍ୱୀପ ପୌର ପରିଷଦରେ ପୌର ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ପସ୍ତୁତି ବୈଠକ କରିଥିଲେ ।  ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ୟୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ପାରଦୀପରେ ଦେଖାଦେଲାଣି ବାତ୍ୟା ୟଶର ପ୍ରଭାବ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଲାଣି । ସମୁଦ୍ର ଅସାନ୍ତ ହୋଇପଡିଥିବା ଦେଖିବାକୁ ମିଲିଛି । ବାତ୍ୟା ନେଇ ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *