ପାକିସ୍ତାନୀ ସେନା ଉପରକୁ ଆତଙ୍କୀ ଆକ୍ରମଣ, ୧୫ରୁ ଅଧିକ ଯବାନ ମୃତ

ପାକିସ୍ତାନ : ପାକିସ୍ତାନର ଖୈବର ପାଖତୁନଖ୍ୱାର କୁର୍ରମଠାରେ ପାକିସ୍ତାନ ତହରିକ-ଏ-ତାଲିବାନ ସେନା ଉପରକୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନାର କ୍ୟାପଟେନଙ୍କ ସହ ୧୨ରୁ ୧୫ ଯବାନଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନେକ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି । ସେପଟେ ପାକିସ୍ତାନ ତାଲିବାନର ଆତଙ୍କୀ ମାନେ ସେନାର ୬୩ ଯବାନଙ୍କୁ ଅପହରଣ କରିନେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *