Breaking News:   
ଭାରତ ଆସିବେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ, ଏପ୍ରିଲ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବା ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା // ପଦ୍ମଶ୍ରୀ ମାମଲା: କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କା ଜରିମାନା କଲେ ଉଚ୍ଚ ନ୍ୟାୟାଳୟ, ମାମଲାର ଶୁଣାଣି ସମୟରେ ଆବଶ୍ୟକ ତଥ୍ୟ ଦେଇପାରି ନ ଥିଲେ ଆବେଦନକାରୀ// ଜଷ୍ଟିସ୍ ବି.ଆର. ଗଭଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, ମେ ୧୪ରେ ଶପଥ ଗ୍ରହଣ // ହରିୟାଣା ଗୁରୁଗ୍ରାମରେ ଚାଞ୍ଚଲ୍ୟ : ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ//ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ//ଢେଙ୍କାନାଳ: ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ସରକାରୀ ବାସଭବନ ସହ ପୈତୃକ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।// ଭୁବନେଶ୍ୱର: ରାସ୍ତାରେ ଥିବା ଟ୍ରକ୍ଟରକୁ ଧକ୍କାଦେଲା ସ୍କୁଲ ବସ। ପଟିଆ ଆରଟିଓ-୨ କାର୍ଯ୍ୟାଳୟ ଆଗରେ ଦୁର୍ଘଟଣା। ପିଲାଙ୍କୁ ଆଣିବାକୁ ଯିବାବେଳେ ସ୍କୁଲ ବସ ଦୁର୍ଘଟଣା ହୋଇଥିଲା। //ଛତିଶଗଡ଼଼: ଏକାଉଣ୍ଟରରେ ୨ ହାଡକୋର ମାଓବାଦୀ ନିପାତ। ନାରାୟଣପୁର ସୀମାନ୍ତ କୋଡଗାଁରେ ଏନକାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ ଏକେ ୪୭ ଜବତ। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି//ଆଫଗାନିସ୍ତାନରେ ଭୂକମ୍ପ। ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ଝଟକା। ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ହିନ୍ଦୁକୁଶ। କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ।//ଛତିଶଗଡ: ଏନକାଉଣ୍ଟରରେ ଦୁଇ ହାର୍ଡକୋର୍‌ ମାଓବାଦୀ ନିହତ//ମେ’ ୬କୁ ଘୁଞ୍ଚିଲା ଓପିଜିସି ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ଜନଶୁଣାଣି//ଆଇପିଏଲ୍‌ ମହାସମର: ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରାଜସ୍ଥାନ ରୟାଲ୍ସ ଟକ୍କର//ବରଗଡରେ ହାତୀ ଆତଙ୍କ: ମହୁଲ ଫୁଲ ଗୋଟାଇବା ପାଇଁ ଯିବା ବେଳେ ହାତୀ ଆକ୍ରମଣରେ ମହିଳା ମୃତ, ଜଣେ ଗୁରୁତର//