ଶୌଚ ହେବାକୁ ଯାଇଥିବାବେଳେ ଦଳି ଦେଲା ଦନ୍ତା

କେନ୍ଦୁଝର : ଦଳି ଦେଲା ଦନ୍ତା, ଜଣଙ୍କ ମୃତ୍ୟୁ । କେନ୍ଦୁଝର ତେଲକୋଇ ବନାଞ୍ଚଳ ଦୋବଲାପାଳ ପଂଚାୟତ ବାଂଶପାଳ ଜୁଆଙ୍ଗ ସାହିରେ ଅଘଟଣ ଘଟିଛି । ମୃତକ ହେଲେ ମୁକୁରୁ ନାଏକ । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ହାବୁଡରେ ପଡିଥିଲେ । ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରିନଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *