ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ବଡ଼ ଦାୟିତ୍ୱ, କମ୍ପାଣ୍ଡିଂ ଇନ୍‌ ଚିଫ୍‌ ହେଲେ ଦିଲ୍ଲୀପ କୁମାର

ନୂଆଦିଲ୍ଲୀ: ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ବ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଲା ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିଛି । କାରଗିଲ୍‌ ଯୁଦ୍ଧରେ ଅପୂର୍ବ ସାହାସିକତା ଦେଖାଇଥିବାରୁ ତାଙ୍କୁ ବାୟୁସେନା ମେଡାଲ ମିଳିଥିଲା । ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିବା ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ । ଦେଶସେବା ପାଇଁ ସେନାରେ ଯୋଗ ଦେବାକୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ପୁଅର ଏଭଳି କୃତିତ୍ୱ ପାଇଁ ଶୁଭେଛାର ବାର୍ତ୍ତା ଛୁଟିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *