ଶନିବାର, ରବିବାର ନନ୍ଦନକାନନ ବନ୍ଦ

ଭୁବନେଶ୍ୱର : ପ୍ରତି ଶନିବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ଶନି,ରବି ବନ୍ଦ । କରୋନା କଟକଣା ପାଇଁ ପ୍ରତି ଶନିବାର ଏବଂ ରବିବାର ବନ୍ଦ ରହିବ । ସୋମବାର ଖୋଲା ରହିବ ନନ୍ଦନକାନନ ଓ ଗାର୍ଡେନ । ପ୍ରତି ସପ୍ତାହରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁଁ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଅଗଷ୍ଟ ୩ ତାରିଖଠାରୁ ପୁଣିଥରେ ଖୋଲାଯାଇଛି । ବର୍ତ୍ତମାନ ସୀମିତ ସଂଖ୍ୟକ ପର୍ଯ୍ୟଟକ ଏବେ କୋଭିଡ ନିୟମ ମଧ୍ୟରେ ଖୋଲାଯାଉଛି ନନ୍ଦନକାନନ । ମୁଖ୍ୟ ଗେଟରେ ଥର୍ମାଲ ସ୍କାନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *